pakka

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ନର୍ସିଂ ସିଷ୍ଟର ସତ୍ୟବତୀ ବାଗଙ୍କ ପରୋଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍) : ଆଜି ସ୍ଥାନୀୟ ଆଦର୍ଶପଡା ନିବାସୀ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ନର୍ସିଂ ସିଷ୍ଟର ସତ୍ୟବତୀ ବାଗଙ୍କ ୮୫ ବର୍ଷ ବୟସରେ ପରୋଲୋକ ଘଟିଛି । ତହଁଶିର କଳାହାଣ୍ଡି ଜିଳ୍ଲାରେ ଜନ୍ମିତ ସ୍ୱର୍ଗୀୟ ସତ୍ୟ ଦିଦି ବଲାଙ୍ଗିର ଖ୍ରୀଷ୍ଟିୟ ସମାଜ ପାଇଁ ଏକ ଆଗ ଧାଡିର ଧର୍ମପରାୟଣା ମହିଳା ଥିଲେ । ୧୯୬୫ ମସିହାରେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୧୯୯୭ ମସିହାରେ ସେହି ଡାକ୍ତରଖାନାରୁ ହିଁ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

14 + seven =

error: Content is protected !!