Browsing Tag

balangir news

ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ ୨୦୨୩ରେ ଅଶ୍ୱିନୀ ରଥ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟେମେନ୍‌ ସ୍ଥିତ ‘ଦ ମିଡିଆ ମେକର୍‌ସ୍‌ ଟିମ୍‌’ ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ‘ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ୍‌ ୨୦୨୩’ରେ ଓଡିଶାର ଲବ୍ଧ ପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ ରଥ ବିଚାରକ ମଣ୍ଡଳୀର ଜଣେ ସମ୍ମାନନୀୟ ସଦସ୍ୟ ଭାବରେ…
Read More...

ଝଲପ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଝଲପ ଗ୍ରାମରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ସବୁ ବର୍ଷ ଭଳି ଏକାଠି ମିଶି ନୂଆ ଖାଇଛନ୍ତି । ଏହି ଅବସରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଧୀର…
Read More...

ସାହୁ ପରିବାର ପକ୍ଷରୁ ସମୂହ ନୂଆଁଖାଇ – ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମରେ ସାହୁ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଯାଇଛି । ପରିବାରର ମୋଟ୍‌ ୭୦ ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ ।…
Read More...

ପୂର୍ବତନ କାଉନ୍‌ସିଲରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାର ପୂର୍ବତନ କାଉନ୍‌ସିଲର୍‌ କୁଳମଣି ସାହୁଙ୍କ ମା’ ଅମୃତ ସାହୁ(୭୭)ଙ୍କ ଆଜି ଦେହାନ୍ତ ଘଟିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତେବେ ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁତ୍ର କୁଳମଣିଙ୍କ…
Read More...

ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ହାଇୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ୨ ପ୍ରଥମ ବର୍ଷର କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ପ୍ରତିଷ୍ଠାତା ତଥା ଚେୟାରମେନ୍‌ ଜପବନ୍ଧୁ କମ୍ପ ମୁଖ୍ୟ ଅତିଥି ଭାବେ…
Read More...

ବଲାଙ୍ଗିରର ଲଭ୍‌ କ୍ୟୁଜିନ୍‌ କାଫେରେ ୬ ରାଉଣ୍ଡ ଗୁଳିମାଡ଼ କଲେ ଦୃର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହୋଟେଲ ଭିତରେ ପଶି ଗୁଳିମାଡ଼ । ଏପରିକି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୬ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୃର୍ବୃତ୍ତ । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବଲାଙ୍ଗିର ପାଖ ଗଇଁତଲା ଛକରେ ଥିବା ଲଭ୍‌ କ୍ୟୁଜିନ୍‌ କାଫେ ହୋଟେଲ୍‌ରେ । ସୂଚନା…
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବିଭିନ୍ନ ସମସ୍ୟା ଓ ଉନ୍ନତି କଳ୍ପେ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମାଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବିଶେଷତଃ ବ୍ଲକ ସ୍ତରରେ ଓ ମଣ୍ଡଳ ସ୍ତରରେ…
Read More...

ନରସିଂହଙ୍କ ଜନମତ ଓ ବିଧାୟକ କାର୍ଯ୍ୟକ୍ରମ : ବିଧାନସଭା ପୂର୍ବରୁ ନାଗରିକ ସମାଜର ମତ ଲୋଡିଲେ ନରସିଂହ

ବଲାଙ୍ଗିରର ଶିକ୍ଷା, ସ୍ୱାସ୍ଥ୍ୟ, ବେରୋଜଗାରୀ ଉପରେ ଗୁରୁତ୍ୱଗଣତନ୍ତ୍ରର ସୁରକ୍ଷା ପାଇଁ ହେବ ଜୋରଦାର ଲଢେଇ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ଅଧିବେଶନ ବସିବା ପୂର୍ବରୁ ଲୋକ ପ୍ରତିନିଧି ଭାବରେ ମୋର କର୍ତ୍ତବ୍ୟ ଓ ଦାୟିତ୍ୱ ହେଲା ମୋର ମତଦାତାଙ୍କ ଠାରୁ ଆଗାମୀ…
Read More...

ଆଇନ ମହାବିଦ୍ୟାଳୟରେ ଗଣେଶ ଚତୁର୍ଥୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠୀର ମିଶ୍ର ଆଇନ ମହାବିଦ୍ୟାଳୟଠାରେ ଗଣେଶ ଚତୁର୍ଥୀ ପାଳିତ ହୋଇଯାଇଛି । ବର୍ଷକ ବାର ମାସ ଓ ତେର ପର୍ବମାନଙ୍କ ମଧ୍ୟରୁ ଗଣେଷ ପୂଜା ଅନ୍ୟତମ । ବିଦ୍ୟାଧିପତି ହେଉଛନ୍ତି ଗଣେଶ । ସେ ମଧ୍ୟ ଅଗ୍ରପୂଜ୍ୟ । ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କର…
Read More...

କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଜେନ୍ଦ୍ର କଲେଜ୍ ପାଖରେ ଥିବା ଗେଲେକ୍ସି କୋଚିଂ ସେଣ୍ଟର ପରିସରରେ ନୂଆଁଖାଇ ଉପରେ ପର୍ଯ୍ୟବେଶିତ କୋଶଲୀ ସର୍ଟ ଫିଲ୍ମ "କୁରେ ପତର"କୁ ରାଜେନ୍ଦ୍ର କଲେଜ୍‌ରେ ଥିବା ଡାକ ଘରର ପୋଷ୍ଟ ମାଷ୍ଟର ପୋଷ୍ଟର ଉନ୍ମୋଚନ କରି ଫିଲ୍ମ ଟିକୁ ରିଲିଜ୍…
Read More...