Browsing Tag

balangir news

ଶିବପ୍ରସାଦ ପାଣ୍ଡିଆଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସମାରୋହ

ଶିବପ୍ରସାଦ ପାଣ୍ଡିଆ : ବିଚାର ଓ ବ୍ୟକ୍ତିତ୍ୱ ପୁସ୍ତକ ଲୋକାର୍ପିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ
Read More...

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ବଲାଙ୍ଗିର କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ…

ଧାନବୁଣି ଅଖିମୁଠି ଅନୁକୂଳ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ବାରପୁଡୁଗିଆ ପଂଚାୟତ ଅନ୍ତର୍ଗତ ଆମ୍ବପାଲି ଗାଁରେ ପବିତ୍ର ଅକ୍ଷୟ ତୃତୀୟ ଉପଲକ୍ଷେ ଜିଲ୍ଲାସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ଓ କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି
Read More...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କଲେ ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ । ବିଧାୟକ ଡ.ମହାଲିଙ୍ଗ ଶନିବାର ରାତିରେ ଜାମାଗାଁରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଜାତୀୟ ରାଜପଥ-୨୬ର ରଣ୍ଡାଛକରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ଅସହାୟ ଅବସ୍ଥାରେ ପଡି ରହିଥିଲେ ।
Read More...

ମୋବାଇଲ ହଜିଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାମେଶ୍ୱରନଗର ଠାରେ ଏକ ମୋବାଇଲ ହଜିଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାମେଶ୍ୱରନଗରର ବୀନା ବୁଡେକ ଗତରାତି ଚାଲି ଚାଲି ଯାଉଥିବା ବେଳେ ଏହି ସମୟରେ ତାଙ୍କ ମୋବାଇଲ କୌଣସି ଏକ ସ୍ଥାନରେ ପଡି ଯାଇଥିଲା । ବହୁ ଖୋଜା
Read More...

ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚାଷୀମାନେ ଏହି ଦିନକୁ ଖୁବ୍ ଆନନ୍ଦ ଉତ୍ସାହର ସହ ପାଳନ କରିଥାନ୍ତି । ଆଜି ଚାଷୀ ଭାଇ ନିଜ କ୍ଷେତ କିଆରୀକୁ ଯାଇ ଗୁଆ, ପଣା ଦେଇ ପୂଜା କରି ଚାଷ ଅନୁକୂଳ କରିଥାଏ । କ୍ଷେତରେ ବିହନ ପକାଇ ଚାଷ କାର୍ଯ୍ୟ ଆରମ୍ଭ କରେ ।
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଏଏଫ୍‌ସିସିକୁ ହରାଇ ତୁଷାର ରୟାଲ ଚମ୍ପିୟାନ

ବଲାଙ୍ଗିର, (ଦେବାଷିଶ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନ୍ତିମ ଦିବସର ଫାଇନାଲ ମ୍ୟାଚ୍‌ଟି ତୁଷାର ରୟାଲ ଦଳ ଓ ଏଏଫ୍‌ସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଏଫ୍‌ସିସି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ
Read More...

‘ସୁଇସାଇଡ ଏଣ୍ଡ ଲାଇଫ’ ଶୀର୍ଷକ ଆଲୋଚନାଚକ୍ର

ଜୀବନ ସମ୍ଭାବନାମୟ, ତାକୁ ଖୋଜିବାକୁ ପଡିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ପଳାୟନପନ୍ଥୀ ଓ କାପୁରୁଷ ହେଲେ ଆତ୍ମହତ୍ୟା କରିଥାଏ । ମଣିଷ ଜନ୍ମ ଏକ ଦୁର୍ଲଭ ଜନ୍ମ । ଜୀବନକୁ ଜିଇଁବାକୁ ହେଲେ ସାହସୀ ଓ ସଂଘର୍ଷର ଆବଶ୍ୟକତା ରହିଛି । ଈଶ୍ୱର ସମସ୍ତଙ୍କୁ ସମାଜରେ କିଛି କରିବାକୁ
Read More...

ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରେଲୱେ ଷ୍ଟେସନ ରୋଡରେ ଥିବା ଉଦୟ ନଗରର ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ନିଖୋଜ ସୁରଜଙ୍କ ବାପା ରାଜେନ୍ଦ୍ର ପାଣିଗ୍ରାହୀ । ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଲବାର ରାତି ୯ ଘଣ୍ଟା ସମୟରେ
Read More...

ସୁପ୍ରିମଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଜ୍ୟୋତିନଗର ଲାଲ୍‌ଟିକ୍ରା ଛକ ସୁପ୍ରିମ୍‌ଟାକ୍ସ ନର୍ସିଂ କଲେଜର ଦ୍ୱିତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ୬୫ ଜଣ ଛାତ୍ରଛାତ୍ରୀ ଶପଥ ନେଇଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡିତା ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୀଡିତା ସହାୟତା ଯୋଜନା କମିଟିର ଏକ ବୈଠକ ତା.୧୩/୦୪/୨୦୨୩ ରିଖରେ ମାନନୀୟ ଜିଲ୍ଲା ନ୍ୟାୟାଧିଶ-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
Read More...