Browsing Tag

balangir news

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଓଡିଆ ସପ୍ତାହ ପାଳିତ ହୋଇଯାଇଛି । ଏହି ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡେପୁଟି କଲେକ୍ଟର ହିତାଂଶୁ
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ

ଉତ୍ତମ ସମନ୍ଵୟ ମାଧ୍ୟମରେ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ
Read More...

ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍‌ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଓପିଡି ୱାର୍ଡରେ ଓଆର୍‌ଏସ୍‌ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀ ତଥା ସାଧାରଣ ଲୋକଙ୍କ ପାଇଁ ଓଆର୍‌ଏସ୍‌ ଓ ଥଣ୍ଡା ପାଣି
Read More...

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (୫ ଖାରବେଲ ନାଗର)ର ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଆବାହନ ଓ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ଘ.୧୧ରୁ ଅପରାହ୍ନ ଘ.୧ ମଧ୍ୟରେ ଜନ କଲ୍ୟାଣ ମଣ୍ଡପ, ବଲାଙ୍ଗିରଠାରେ ମୁଖ୍ୟ ଅତିଥି ଲୋକପାଳ, ବଲାଙ୍ଗିର ସଚ୍ଚିତାନନ୍ଦ
Read More...

ବିପଦରେ ବାରପାହାଡ ରିଜର୍ଭ ଜଙ୍ଗଲ

ସପ୍ତାହେ ହେଲା ନିଆଁରେ ଶହ ଶହ ହେକ୍ଟର ଜଙ୍ଗଲ ପୋଡିଲା, ଜଙ୍ଗଲ ବିଭାଗ ଚେଇଁ ଶୋଇଛି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସୀମାନ୍ତରୁ ସୋନପୁର ଜିଲ୍ଲାର ତରଭା ବ୍ଲକ ଓ ସୋନପୁର ବ୍ଲକ ଅଞ୍ଚଳକୁ ଲମ୍ବିଥିବା ୧୦୨ ବର୍ଗ କିଲୋମିଟର ଜଙ୍ଗଲ ବିପଦରେ ରହିଛି । ଗତ ସପ୍ତାହେ ହେଲା
Read More...

‘ଆତ୍ମହତ୍ୟା ଓ ଜୀବନ’ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମାହେଶ୍ୱରୀ ସଂଗଠନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ସହଯୋଗରେ "ଆତ୍ମହତ୍ୟା ଓ ଜୀବନ" ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚାନାଚକ୍ରରେ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର, ତହସିଲଦାର
Read More...

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ପ୍ରତୀକାତ୍ମକ (ଗ୍ରୁପ – ୨୦)ର ସମ୍ମିଳନୀ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରାଜନୀତି ବିଜ୍ଞାନ ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ବୈଦେଶିକ ନୀତି
Read More...

ମନହିରା ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ସାପ୍ତାହିକ ବଜାରକୁ ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମନହିରା ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ସାପ୍ତାହିକ ବଜାରକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ । ଏଥିପାଇଁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିବା ସହ ବ୍ଲକ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ
Read More...

ବଲାଙ୍ଗିର ରାମଲୀଳା ନାଟକ ଶେଷ ପର୍ବ : ରାବଣ ବଧ ସହ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ପୁରାତନ ରାମଜୀ ନାଟକ ସଂସ୍ଥା ଦ୍ୱାରା ଦୀର୍ଘ ୧୭ ଦିନ ଧରି ଚାଲି ଆସୁଥିବା ଯାତ୍ରା ଉଦ୍‌ଯାପିତ ହୋଇଯାଇଅଛି । ରାମଲୀଳା ଅନ୍ତିମ ଦିନରେ ରାବଣ ବଧ ସହ ପାରମ୍ପାରିକ ରୀତିରେ ପରିବେଷଣ ହୋଇଥିବା ବେଳେ କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ତରଣୀସେନ ବଧ,
Read More...

ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆବ୍ରାହମ ଓ ତୁଷାର ରୟାଲ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ବଲାଙ୍ଗିର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସର ପ୍ରଥମ ମ୍ୟାଚଟି ଆବ୍ରାହମ ଓ ସ୍ୱରାଜ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆବ୍ରାହମ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୨ ୱିକେଟ
Read More...