Browsing Tag

balangir news

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଶ୍ମଶାନ ସଫେଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମ, ସ୍ୱଚ୍ଛତା ହିଁ ସେବା ଭାବନାକୁ ପାଥେୟ କରି ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ବଲାଙ୍ଗିର ବିଭୁତିପଡା ସ୍ଥିତ ଶ୍ମଶାନ ବା ସ୍ୱର୍ଗଦ୍ୱାର ସ୍ଥଳର ପରିସରରେ ସଫେଇ କାର୍ଯ୍ୟ କରାଯାଇଛି । ଶିଶୁ ଓ ମହିଳା ବିକାଶ
Read More...

ବିନା ନୋଟିସ୍‌ରେ ଗୁହାଳ ଭାଙ୍ଗିବା ପ୍ରତିବାଦରେ ଯୁବକଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିନା ନୋଟିସ୍‌ରେ ଗୁହାଳ ଭାଙ୍ଗିବା ପ୍ରତିବାଦରେ ଜଣେ ଯୁବକ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯୁବକ ଜଣକ ହେଉଛନ୍ତି ଲୋଇସିଂହା ବ୍ଲକ ଅଧୀନସ୍ଥ ଡୁଙ୍ଗୁରିପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଣୀକଟା ଗ୍ରାମ ନିବାସୀ
Read More...

ବିବାହ ପ୍ରତିଶୃତି ଦେଇ ଓଏଭି ଶିକ୍ଷକ ପ୍ରେମ ପ୍ରତାରଣା କରିଥିବା ନେଇ ଲାଠୋର ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶୃତି ଦେଇ ପ୍ରେମ ପ୍ରତାରଣା କରିଥିବା ନେଇ ମହିମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଗଜମଣୀ ବାଗଙ୍କ ନାମରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଖପ୍ରାଖୋଲ ବ୍ଲକର ମାଲପଡା ନିବାସୀ ତଥା ପୁଇଁତଳା ବ୍ଲକର ମହିମୁଣ୍ଡା ଆଦର୍ଶ
Read More...

ଚୈତ୍ର ପୂର୍ଣ୍ଣିମା ପାଇଁ ଯୁବ କୁଲୁତା ସମାଜର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଏପ୍ରିଲ ୬ ତାରିଖରେ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳନ କରାଯିବା ପାଇଁ
Read More...

ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ରେ ବଲାଙ୍ଗିର ଜିଲ୍ଲାର ସଫଳତା

ରେଡକ୍ରସ୍‌ ମେଳା ପାଇଁ ଜାତୀୟ ସ୍ତରରେ ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ନିଳାଚଳ ପୋଲିଟେକ୍‌ନିକ ଠାରେ ୫ ଦିନବ୍ୟାପି ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିକ୍ଷା ଓ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୨୫ଟି ଜିଲ୍ଲାର ବିଭିନ୍ନ
Read More...

କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଟୁରାପାଲି ଗାଁ ଠାରେ କୀଟନାଶକ ଔଷଧ ଖାଇ ଯୁବକଙ୍କ ବଲାଙ୍ଗିର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି କୁଟୁରାପାଲି ଗାଁର କେଶବ ବଗର୍ତ୍ତୀ(୩୫) କୀଟନାଶକ ଔଷଧ ଖାଇ ଅସୁସ୍ଥ
Read More...

ମୁହଁରେ ତୂଳୀ ଧରି ଉନ୍ନୟନ କମିଶନରଙ୍କ ପ୍ରତିଛବି ଆଙ୍କିଲେ ପାୟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାତଗୋଡ଼ ହରାଇଥିବା ପାୟଲ ନାଗ ନିଜ ମୁହଁରେ ତୂଳୀ ଧରି ପୁଣି ଏକ ସୁନ୍ଦର ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ର ହେଉଛି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରତିଛବି, ଯାହାକୁ ସେ ଭେଟି ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଯମୁନାବାହାଲ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସ୍ଵର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ପଶ୍ଚିମ ପ୍ରାନ୍ତର ଆଭାଷି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତା'ର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହାର ପ୍ରସ୍ତୁତି ପାଇଁ ଏକ ଅନ୍‌ଲାଇନ ବୈଠକ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରାନ୍ତ ଦାୟିତ୍ଵରେ ଥିବା କେନ୍ଦ୍ରୀୟ
Read More...

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗିର ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ତୁଷୁରା ଉଡାଜାହାଜ ପଡିଆରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ପରେ ସେ ତୁଷୁରା ପ୍ରାଥମିକ
Read More...

ଖଲିଆପାଲି ଗ୍ରାମର ଏକ ଘରୁ ନାଗସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେଭଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର ହେଲା ଏକ ବିଷାକ୍ତ ନାଗସାପ । ସାପଟି ଜଣଙ୍କ ଘର ଭିତରେ ଥିବା ଆସବାବପତ୍ର ଭିତରେ ଦୀର୍ଘ ସମୟ ଧରି ରହିଯାଇଥିଲା । ପରିବାର ଲୋକେ ଭୟଭୀତ ହୋଇ ନିକଟତମ ସ୍ନେକ୍‌
Read More...