Browsing Tag

balangir news

ପ୍ରେମରେ ବିଫଳ ହେବା ପରେ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୋକା ଦେଲା ପ୍ରେମିକା । ସହି ପାରିଲାନି ପ୍ରେମିକ । ପ୍ରେମରେ ବିଫଳ ହେବା ପରେ ରେଳ ଧାରଣାରେ ଶୋଇ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଦେବଦୁତ ହୋଇ ଆସିଲେ ଟ୍ରାକ ମେସିନ କର୍ମଚାରୀ ଓ ଉଦ୍ଧାର କରିଛନ୍ତି ପ୍ରେମିକଙ୍କୁ । ପୁଇଁତଲା ଥାନା ଅର୍ନ୍ତଗତ…
Read More...

କନ୍ଧପାଲିପଡ଼ା-ସଦାଇପାଲି ରାସ୍ତାରେ ବାଇକ୍‌କୁ ପିଟିଲା ଅଜଣା ଗାଡ଼ି : ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କନ୍ଧପାଲିପଡ଼ାରୁ ସଦାଇପାଲି ଆଡ଼କୁ ଯାଇଥିବା ରାସ୍ତା ଅଘରିଆ ଭବନ ଆଗକୁ କନ୍ଧପାଲିପଡ଼ାର ଶ୍ମଶାନ ପାଖରେ ଆଜି ସଂଧ୍ୟାରେ ଏକ ବାଇକ୍‌କୁ ପିଟଛି ଗୋଟିଏ ଅଜଣା ଗାଡ଼ି । ଏଥିରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ…
Read More...

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ନରସିଂହ

ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିଧାନସଭା ହେବ ହୁଲସ୍ତୁଲ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମକ ଶିକ୍ଷକଙ୍କ ଦାବୀ ଯୁକ୍ତିଯୁକ୍ତ ଅଟେ । ମୁଁ ଏବଂ ମୋ ଦଳ ଏହାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ । ରାଜ୍ୟ ସରକାର ଗୋଟିଏ ପଟେ କହୁଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ଠିକା…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରୁ ଜବର୍‌ଦଖଲ୍‌ ହଟାଇବାକୁ ଅଂଟାଭିଡ଼ିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରୁ ଜବର୍‌ଦଖଲ୍‌ ହଟାଇବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବଲାଙ୍ଗିର ତହସିଲ୍‌ଦାର ଡ.ପୁଷ୍ପାଂଜଳି ପଣ୍ଡାଙ୍କ ଉପସ୍ଥିତିରେ ଗାନ୍ଧୀ…
Read More...

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ସଭାପତି ଓ ବର୍ତମାନ ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଭାପତି ଗୋଲାପ ବାଗ, ବଲାଙ୍ଗିର ବ୍ଲକ ସଭାପତି ସରିତା ବାଗ ଓ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟ…
Read More...

ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା । ପେସାରେ ସେ ଜଣେ ଡାକ୍ତର, ଅଥଚ ନିଶା ତାଙ୍କ ଗୀତ ଗାଇବାରେ । ଖୁବ୍‌ ସୁନ୍ଦର ଗୀତ ଗାଆନ୍ତି, ଶ୍ରୋତାଙ୍କୁ ବିମୁଗ୍ଧ କରିଦେବା ଭଳି ଚମତ୍‌କାର ପ୍ରତିଭାର ଅଧିକାରିଣୀ ଅନନ୍ୟା । ବଲାଙ୍ଗିର ସହରର ତୁଳସୀନଗରରେ…
Read More...

ମିଳିଲାନି ଶବ ବୋହା ଗାଡି : ବାଇକରେ ବୋହା ହେଲା ଶବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଯୋଜନାମାନେ ଗ୍ରାଉଣ୍ଡ ଜିରୋରେ ଫେଲ୍‌ ମାରୁଥିବା ଦେଖିବାକୁ ମିଳୁଛି । ମୃତ ରୋଗୀମାନଙ୍କ ପାଇଁ ଶବ ବୋହା ଗାଡିର ବ୍ୟବସ୍ଥା ଥିବା ସତ୍ୱେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ପରିଜନ ଡାକ୍ତରଖାନା କର୍ମଚାରୀଙ୍କୁ ବାରମ୍ବାର ଗୁହାରି କରିବା…
Read More...

ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଡାକ୍ତର ସମରେନ୍ଦ୍ର ମହାପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଡାକ୍ତର ସମରେନ୍ଦ୍ର ମହାପାତ୍ର ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । କଟକ ସ୍ଥିତ ସାରଳା ଭବନଠାରେ ଶ୍ରୀଅରବିନ୍ଦ ମେଡିକାଲ…
Read More...

ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କଲେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଗଣପର୍ବ ନୂଆଁଖାଇ ଅବସରରେ ଆଜି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ନିଜ ପରିବାର ପାଇଁ ନୁହେଁ…
Read More...

ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ ୨୦୨୩ରେ ଅଶ୍ୱିନୀ ରଥ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟେମେନ୍‌ ସ୍ଥିତ ‘ଦ ମିଡିଆ ମେକର୍‌ସ୍‌ ଟିମ୍‌’ ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ‘ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ୍‌ ୨୦୨୩’ରେ ଓଡିଶାର ଲବ୍ଧ ପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ ରଥ ବିଚାରକ ମଣ୍ଡଳୀର ଜଣେ ସମ୍ମାନନୀୟ ସଦସ୍ୟ ଭାବରେ…
Read More...