Browsing Tag

balangir news

ବଲାଙ୍ଗିରଠାରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ପାଳନ ଅବସରରେ ସନ୍ତରଣ ଓ ଯୋଗାସନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ମିଲେଟ୍ ମିଶନ୍ ତଥା ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ଆଜି ସ୍ଥାନୀୟ ଆର୍.ଏନ୍‌. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଏକ ସନ୍ତରଣ ଓ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
Read More...

ବଲାଙ୍ଗିର ପୌରପରିଷଦର ନୂତନ ଇଓ ଭାବେ ଯୋଗ ଦାନ କଲେ ବିଶ୍ୱମ୍ବର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦାନ କରିଛନ୍ତି ବିଶ୍ୱମ୍ବର ମିଶ୍ର । ଯୋଗ ଦାନ କରି ଶ୍ରୀ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟପ୍ରତି ବିଶେଷ ଗୁରୁତ୍ୱ ଦେବି ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିର
Read More...

ଡୁମାଲ ସମାଜର ସାଙ୍ଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଅନ୍ତର୍ଗତ ଦଶପୁର ଗ୍ରାମଠାରେ ରବିବାର ଦିନ ଦଶପୁର କେନ୍ଦ୍ର ଡୁମାଲ ସମାଜ ସଭାପତି ବିଧୂଭୂଷଣ ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ସଭା ପ୍ରାୟ ୨୨ ଖଣ୍ଡ ଗ୍ରାମର ଡୁମାଲ ସମ୍ପ୍ରଦାୟର ଭାଇମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି
Read More...

ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଯୋଗଦେଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧ର ଲର୍କିପାଲିଠାରେ ପ୍ରଥମ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରିଥିବା ବେଳେ
Read More...

କଦମପଡା ଶିଶୁ ମନ୍ଦିରରେ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦଶମ ଶ୍ରେଣୀର ଏ ୱାନ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
Read More...

ଦେଶୀ ମଦ ଓ ମହୁଲ ପୋଚ ଜବତ, ୨ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ଥାନା ଚରେଇମରା ଗାଁରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚଢାଉ କରି ୨୫୪ ଲିଟର ଦେଶୀ ମଦ ଏବଂ ୮୦୦ କେଜି ମହୁଲ ପୋଚ ଜବତ କରି ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଦେଶୀ ମଦ କାରବାର ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ
Read More...

ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା’ଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା (୭୨)ଙ୍କ ନିଜ ଗ୍ରାମ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତ ତେରେଇକେଲା ଗ୍ରାମରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ସେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା'ଙ୍କ
Read More...

ବାରପାହାଡ ଖୋଲର ଚେକ୍‌ ଡ୍ୟାମ ପ୍ରସଙ୍ଗ : ଚେକ୍‌ ଡ୍ୟାମ, ଆଡିବନ୍ଧ ଓ ବ୍ଲକପ୍ଲାନଟେସନ ପାଇଁ ହେବ ନୂଆ ପ୍ରସ୍ତାବ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ରାଜପାଲି ବାରପାହାଡ ଖୋଲରେ ଚାଲିଥିବା ଚେକ୍‌ ଡ୍ୟାମ କାମକୁ ବନ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିବାରୁ ଏହି ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ସୋନପୁର ଜିଲ୍ଲା ପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ବିଡିଘାଟ ଶାଖାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ତରଫରୁ ସଦର ବ୍ଲକ ବିଡିଘାଟଠାରେ ସରପଞ୍ଚ ନନ୍ଦିତା କଲେତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାିଛି । ଏଥିରେ ପଂଚାୟତ ତଥା ସଦର ବ୍ଲକର ଅସହାୟ ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ବିଙ୍ଗ
Read More...

ସିଭିଲ୍‌କୋର୍ଟ ସାମ୍ନାରେ ସ୍କୁଟିକୁ ପିଟିଲା କାର୍‌ : ମା’ ଆହତ, ପୁଅ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୦ମି. ସମୟରେ ବଲାଙ୍ଗିର ସିଭିଲ୍‌କୋର୍ଟ ସାମ୍ନାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏଥିରେ ସ୍କୁଟି ଚଳାଉଥିବା ମା' ଜଣକ ଆହତ ହୋଇଥିବା ବେଳେ ପୁଅ ଗୁରୁତର ଥିବା ଯୋଗୁଁ ଉପସ୍ଥିତ ଥିବା ଲୋକେ ତାକୁ ତୁରନ୍ତ ଭୀମଭୋଇ ମେଡ଼ିକାଲ୍‌
Read More...