ଏସ୍ଏଚ୍ଜି ଗ୍ରୁପର ଷ୍ଟଲରେ ଚୋରି ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଚୋରି, ଡକାୟତି ଲୁଟ୍ତରାଜ ବଢି ଚାଲିଥିବା ବେଳେ ପୁଣି ଗତକାଲି ରାତିରେ ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଏସ୍ଏଚ୍ଜି ଗୃପର ଷ୍ଟଲରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।
Read More...
Read More...