ବିଟ୍ଟୁ ମର୍ଡର ଘଟନା ନେ ବଲାଙ୍ଗିର ଏସ୍ପିଙ୍କର ତୁର୍ତା ତୁର୍ତି କାର୍ଯ୍ୟାନୁଷ୍ଠାନ
ବଲାଙ୍ଗିର, (କେପିଏନ୍ଏସ୍) : ଯେନ୍ ଦିନ ବଲାଙ୍ଗିର୍ର ହାର୍ଟ ଅଫ୍ ଦି ଟାଉନ ନର୍ସିଂହ ମନ୍ଦିର ଗଲି ନେ ମର୍ଡର ହେଲା । ହେ ଦିନ ବଲାଙ୍ଗିର୍ର ନୂଆ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍ପି ରିଷିକେଶ ଖିଲାରୀ । ଇ ମର୍ଡର ଘଟ୍ନା ବଲାଙ୍ଗିର ପୁଲିସ ଲାଗି ଗୁଟେ ବଡ୍ଗଖା ଚ୍ୟାଲେଂଜ!-->…
Read More...
Read More...