Browsing Tag

balangir news

ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ଓ କୃଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏଆଇଟିୟୁସି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ର ଦିଆଯାଇଛି । ଶ୍ରମିକଙ୍କ ସ୍ୱାର୍ଥରେ…
Read More...

‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ…
Read More...

ରାଜ୍ୟସ୍ତରୀୟ ଅସିଚାଳନା ପ୍ରତିଯୋଗିତାରେ ଏକାଡେମିକ ହାଇଟ୍ସ ପବ୍ଲିକ୍ ସ୍କୁଲର ବାଜିମାତ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କଟକ ସ୍ଥିତ ଜୱାହାର ଲାଲ୍ ଇଣ୍ଡୋର ଷ୍ଟାଡିୟମରେ ଅନଷ୍ଠିତ ରାଜ୍ୟସ୍ତରୀୟ ଅସିଚାଳନା ପ୍ରତିଯୋଗିତାରେ ବାଜିମାତ୍ କରିଛନ୍ତି ଏକାଡେମିକ ହାଇଟ୍ସ ପବ୍ଲିକ୍ ସ୍କୁଲ, ବଲାଙ୍ଗିରର ଛାତ୍ରଛାତ୍ରୀ । ଏଥିରେ ବିଭିନ୍ନ ବିଭାଗରେ ବିଦ୍ୟାଳୟର ୧୬ ଜଣ ଛାତ୍ରଛାତ୍ରୀ…
Read More...

ଚାଷୀ ସମସ୍ୟାକୁ ନେଇ ମିଳିତ କୃଷକ ମଞ୍ଚର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ୱାଦିକ ଭବନରେ ମିଳିତ କୃଷକ ମଞ୍ଚର ବଡ଼ ସାମ୍ୱାଦିକ ସମ୍ମିଳନୀ । ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମିଳିତ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ…
Read More...

ସକମା ସାଧନ କେନ୍ଦ୍ର ଆନୁକୂଲ୍ୟରେ ସେବା ନିବୃତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସକମା ସାଧନ କେନ୍ଦ୍ର ଆନୁକୂଲ୍ୟରେ ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସେବା ନିବୃତ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ରାଜ୍ କୁମାର ବରାଡ ମହୋଦୟଙ୍କ ସଭାପତିତ୍ୱରେ ଗତ ତା…
Read More...

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଖାଦ୍ୟ ଏବଂ ଛତା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା, ସୁଲେଖିକା ତଥା ଅଧ୍ୟାପିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ବର୍ଷାଦିନକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦୀନ ଦୁଃଖୀ ତଥା ଅସହାୟମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ଛତା ବଣ୍ଟନ କରାଯାଇଛି । ଏହି…
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ଅଖିଳ ଭାରାତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ଆଦିବାସୀ କଲ୍ୟାଣ ସଂଘ, ଆଦିବାସୀ କର୍ମଚାରୀ ସଂଘ, ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିସାଦ ମିଳିତ ଆନୁକୁଲ୍ୟରେ ବିଶ୍ୱ…
Read More...

ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଏକ ବିଶାଳ ‘ତ୍ରିରଙ୍ଗା ରାଲି’ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ଭାବନାକୁ ଅଧିକ ସୁଦୃଢ଼ କରିବା ସହ ପ୍ରତ୍ୟେକ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଗର୍ବର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ତଥା ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଆଜି…
Read More...

​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର : ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା…

“​ଆନ୍ତଃଜାତି ବିବାହ ପାଇଁ ଜୀବନସାରା ପର ହୋଇ ରହିଗଲେ ପୁଅ-ବୋହୂ । ମୃତ୍ୟୁ ପରେ ବି ତରଳିଲାନି ଆପଣା ଲୋକଙ୍କ ମନ, ଶେଷରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ କଲା ସମ୍ମାନର ସହ ଶେଷକୃତ୍ୟ” । ​ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମରୁ ସେମାନେ କଥା କହିପାରନ୍ତି ନାହିଁ । ନିଜର ଦୁଃଖ-ସୁଖ,…
Read More...

‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଭବ୍ୟ ରାଲିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : 'ହର ଘର ତିରଙ୍ଗା' କାର୍ଯ୍ୟକ୍ରମ ଉପଲକ୍ଷେ ଆସନ୍ତା ୧୧.୦୮.୨୦୨୬ ରିଖ ଦିନ ଏକ ଭବ୍ୟ ରାଲିର ଆୟୋଜନ କରାଯାଉଛି । ଏହି ରାଲି ପୂର୍ବାହ୍ନ ୧୦:୦୦ ଟାରେ ବଲାଙ୍ଗିର ସର୍କିଟ ହାଉସରୁ ଆରମ୍ଭ ହୋଇ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ଭାଗିରଥୀ ଛକ ଏବଂ ମହିଳା…
Read More...