Browsing Tag

balangir news

ଭ୍ରମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ଲୋୟର ସୁକତେଲ ବୁଡି ଅଞ୍ଚଳର କୁମିଆପାଲି ଗ୍ରାମର ଶ୍ରୀରାମ ନବମୀ ମଣ୍ଡପ ଠାରେ କ୍ଲ।ପ- ଆଇନ ସେବା ସଂସ୍ଥା କଟକ ଓ ଜ଼ିନ୍ଦାବାଦ ସଂଗଠନ, ବଲାଙ୍ଗିରର ମିଳିତ ଉଦ୍ୟମରେ ଭ୍ରମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଦିବାସୀ
Read More...

ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଠୀ ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ଅଜିମ୍ ପ୍ରେମଜୀ ଫାଉଣ୍ଡେସନ ବାଙ୍ଗାଲୋର ସହାୟତାରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଷ୍ଠୀ ଭିତ୍ତିକ ପୁନଃ ଥଇଥାନ ଓ ସମ୍ମିଳିତ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଲୋଚନା କାର୍ଯ୍ୟକ୍ରମ
Read More...

କୁଷ୍ଠ ରୋଗର ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଷ୍ଠ ରୋଗର ନିରାକରଣ ଅଭିଯାନ, ଏହି ପାକ୍ଷିକ ଅଭିଯାନ (୩୦ ଜାନୁଆରୀରୁ ୧୩ ଫେବୃଆରୀ) ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁଷ୍ଠ ରୋଗ ପ୍ରତି ଭେଦଭାବ ଏବଂ ପ୍ରାରମ୍ଭିକ ରୋଗୀ ସଂଖ୍ୟା ହ୍ରାସ କରିବା ପାଇଁ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା । କୁଷ୍ଠ ରୋଗ
Read More...

ଆଲୋଚନା ଚକ୍ର ଆତ୍ମବୋଧରୁ ବିଶ୍ୱବୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଲୋଇସିଂହା କଲେଜର ମିଳିତ ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଆତ୍ମବୋଧରୁ ବିଶ୍ୱବୋଧ ଶିର୍ଷକ କଲେଜର ବରିଷ୍ଠ ପ୍ରଫେସ ଅନୁପ କୁମାର ଖମାରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଅଖିଳ ଭାରତୀୟ ସାହିତ୍ୟ
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ବାର ବୈଠକ ଗୃହ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଂଜନ ଦାସଙ୍କ ଅନୁମତି କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଦ୍ୟ ତା ୧୯.୦୧.୨୦୨୬ ରିଖ ଜିଲ୍ଲା ବାର ବୈଠକ ଗୃହ,
Read More...

ବଲାଙ୍ଗିର ଲୋକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ଦୁଲୁକିଲା ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୌରବମୟ ପରମ୍ପରା, କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପରିସରରେ ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହେଉଛି । ଏହି ଉତ୍ସବର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି
Read More...

ସଡକ ସୁରକ୍ଷା ମାସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୂତନ ବସ ଟର୍ମିନାଲ ଠାରେ ସଡକ ସୁରକ୍ଷା ମାସ ଉପଲକ୍ଷେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆଂଚଳିକ ପରିବହନ ଓ ଘରୋଇ ବସ ମାଲିକ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଆର୍‌ଟିଓ ପ୍ରୀୟବ୍ରତ ମହାନ୍ତି, ଏମ୍‌ଭିଆ ଗୌରହରି ହଂସଦା,
Read More...

ବଲାଙ୍ଗିର ଲୋକ ଉତ୍ସବ ୨୦୨୬ : ବହୁଭାଷୀ କବିତା ପାଠୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ସଂପାନ କମିଟି ଅଧ୍ୟକ୍ଷ ପରାଶର ବାଗଙ୍କ ଅଧ୍ୟକ୍ଷତାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳା ମଣ୍ଡଳ ପଡିଆ ପୁରୁଣା ମଂଚରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି ଏବଂ ସମ୍ମାନିତ ଅତିଥି ଜିଲ୍ଲା
Read More...

ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡାଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଶିଶୁ ସୁରକ୍ଷା ଅଧିକାରୀ ଭାବେ ବିକ୍ରମ ପଣ୍ଡା ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଶିଶୁ ହେଲ୍ପ ଲାଇନ ବଲାଙ୍ଗିରରେ ଜିଲ୍ଲା ସଂଯୋଜକ ଭାବେ କାମ କରିଥିଲେ । ତାଙ୍କର ଶିଶୁ ସୁରକ୍ଷା ଉପରେ କରିଥିବା କାମର ଅନୁଭୂତି ବେଶ୍ ଉପଯୋଗ
Read More...

ବହ୍ନୀକନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠରେ ଥିବା ପଥରଚେପା ପାର୍ବତୀ ଗିରି ବାଳନିକେତନଠାରେ ଏହି ଆଶ୍ରମର ସଂସ୍ଥାପିକା ତଥା ସ୍ୱାଧିନତା ସଂଗ୍ରାମୀ, ସମାଜସେବିକା ବହ୍ନୀକନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ବାଳନିକେତନର ସଭାପତି ସୁଶ୍ରୀ
Read More...