Browsing Tag

balangir news

ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବଙ୍ଗୋମୁଣ୍ଡା ସ୍ଥିତ ପି.ଏସ୍. ଡିଗ୍ରୀ କଲେଜ ପରିସରରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ…
Read More...

ବଲାଙ୍ଗିରର ସୁନା ପୁଅ ସୌରଭ ପୁଟେଲ ପାଇଲେ ତିନୋଟି ସ୍ଵର୍ଣ୍ଣପଦକ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ରାଜସ୍ଥାନର ଜୟପୁର ସ୍ଥିତ ଏସ୍‌.ଏମ୍‌.ଏସ୍‌ ଷ୍ଟାଡିଅମ ସନ୍ତରଣାଗାରରେ ଅନୁଷ୍ଠିତ ୪୨ ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡିଶା ତରଫରୁ ବଲାଙ୍ଗିର ପିପି ଏକାଡେମୀର ନବମ ଶ୍ରେଣୀ ଛାତ୍ର ସୌରଭ ପୁଟେଲ ପ୍ରତିନିଧିତ୍ୱ କରି ୫୦ ମିଟର, ୧୦୦ ମିଟର ଏବଂ…
Read More...

ଫଟାବାହାଲ–ଯାମୁଟିଆ ମୁଖ୍ୟ ରାସ୍ତାରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଫଟାବାହାଲ–ଯାମୁଟିଆ ମୁଖ୍ୟ ରାସ୍ତାରେ ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କାରେ ଘଟିଛି । ଏଥିରେ ଉପରବାହାଲ ଗାଁର ଛବିନ୍ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବୃନ୍ଦାବତୀ ଓ ୭ ବର୍ଷର ପୁଅ ଗୁରୁତର ହୋଇଛନ୍ତି ।…
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ୧୧ ଦଫା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍‌ମିଟ୍‌ ଆୟୋଜିତ ହୋଇଥିଲା । ଏଥିରେ ବଲାଙ୍ଗିର ସଭାପତି ସୁମନ କୁମାର ନନ୍ଦ ବଲାଙ୍ଗିରର ଉଚ୍ଚଶିକ୍ଷା, ଭିତ୍ତିଭୂମି ଓ ଐତିହ୍ୟର ବିକାଶ…
Read More...

ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟସ୍ତରରେ ୩ଟି ସ୍ୱର୍ଣ୍ଣପଦକ ସହ ଜାତୀୟ ରେକର୍ଡ ହାସଲ କରି ବଲାଙ୍ଗିର ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ୪୨ତମ…
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଓ କେନ୍ଦ୍ରିୟ ବିଦ୍ୟାଳୟ ବଲାଙ୍ଗିରର ମିଳିତ ସହଯୋଗରେ ଏକ ଆଲୋଚନା ଚକ୍ର ହୋଇଥିଲା । ଶୀର୍ଷକ - ଆମେ ପରିବେଶର ସୁରକ୍ଷା କରିବା କିପରି ? ଏହା ଛଡା ଛାତ୍ରମାନଙ୍କର ସୃଜନୀ ଶକ୍ତିର ବିକାଶ ପାଇଁ ଏକ ବର୍ଷା ଋତୁ…
Read More...

ସନ୍ତାନ ସୁଖର ସ୍ୱପ୍ନ ହେବ ସାକାର

ବଲାଙ୍ଗିର ଆୟୁର୍ବେଦ ଚିକିତ୍ସାର ସଫଳତା ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବଲାଙ୍ଗିରରେ ସନ୍ତାନ ସୁଖର ସ୍ୱପ୍ନ ଏବେ ହେବ ସାକାର, ସ୍ୱଳ୍ପ ଖର୍ଚ୍ଚରେ ସଫଳ ଆୟୁର୍ବେଦିକ ବନ୍ଧ୍ୟାତ୍ୱ ଚିକିତ୍ସା, ନିଃସନ୍ତାନ ଓ ମଧ୍ୟବିତ୍ତ ପରିବାର ଏହି…
Read More...

ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସø୍‌) : ବଲାଙ୍ଗିର ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅରୁଣାର ଜିଲ୍ଲା…
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ଲାଲଟିକ୍ରା ସ୍ଥିତ ସିଦ୍ଧ ଶଙ୍କରର ମିଟିଂ ହଲ ଠାରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ…
Read More...

ଓଡିଆ ସାହିତ୍ୟ ମହୋତ୍ସବରେ ବଲାଙ୍ଗିର ପ୍ରତିନିଧି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଧାମ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ତିନିଦିନ ଧରି ଓଡିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାରୁ ୨୫ ଜଣ ପ୍ରତିନିଧି…
Read More...