Browsing Tag

balangir news

ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ତା ୨୨.୧୧.୨୦୨୩ ଏବଂ ୨୪.୧୧.୨୩ ରିଖରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହଠାରେ ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତା
Read More...

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ପେରୁଆମାଲ ଗ୍ରାମବାସୀ : ପ୍ରଶାସନ ଶୁଣିଲାନି, ଗାଁକୁ ରାସ୍ତା ତିଆରି କଲେ ଗ୍ରାମର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ଜଙ୍ଗଲ ଭିତରେ ଥିବା ପେରୁଆମାଲ ଅଣରାଜସ୍ଵ ଗ୍ରାମ ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ସାମାନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଏହି ଗ୍ରାମରେ ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ
Read More...

ଜାତୀୟ ସବ୍‌ଜୁନିଅର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିିପ୍‌ ଉଦ୍‌ଯାପିତ

ଏକକ ବାଳିକାରେ ଓଡ଼ିଶାର ତାନ୍‌ଭି, ବାଳକରେ ପୁଷ୍କରଯୁଗଳ ବାଳିକାରେ ତେଜସ୍ୱିନୀ-ସାଇନା, ବାଳକରେ ଜୟବର୍ଦ୍ଧନ ଓ ହେମନ୍ତ ଯୋଡ଼ ଚମ୍ପିଆନବେଡ଼ ମିଣ୍ଟନ ଖେଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି : କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବଲାଙ୍ଗିର, (ଦେବାଶିଷ ମିଶ୍ର) :
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ସମୀକ୍ଷା କଲେ ରାଜ୍ୟ ଖାଦ୍ୟ ଆୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତିନିଦିନିଆ ଗସ୍ତର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ । ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖାଦ୍ୟ
Read More...

ପ୍ରତି ଗାଁରେ ମାହେଶ୍ଵରୀର ସ୍ୱଚ୍ଛତା ସେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : "ସ୍ୱଚ୍ଛତା ମୂଳ ମନ୍ତ୍ର, ଆମ ଗାଁର ସ୍ୱଚ୍ଛତା ଆମ ଦାୟିତ୍ଵ" ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା କାର୍ଯ୍ୟ ଜାରି ରଖିଛି ଏହି କ୍ରମରେ ଗତକାଲି ପୁଇଁତଲା ବ୍ଲକ ଅନ୍ତର୍ଗତ ମଙ୍ଗଳାମୁଣ୍ଡା ଗ୍ରାମରେ ଏକ ସଚେତନତା ଧର୍ମୀ ସଫେଇ କାର୍ଯ୍ୟ ଗ୍ରାମବାସୀଙ୍କ
Read More...

୩୫ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ

ଆଜି ହେବ ଫାଇନାଲବାଳିକା ଓଡିଶାର ତନଭି ଓ କର୍ଣ୍ଣାଟକର ସାଇନା ମନିମୁଥୁବାଳକ କର୍ଣ୍ଣାଟକର ପୁଷ୍କର ସାଏ ଓ ଦିଲ୍ଲୀର ହରସିତ କ୍ଷତ୍ରୀ ଭିତରେ ମୁକାବିଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍‌ ଜୁନିୟର ଚମ୍ପିୟାନସିପ୍‌ ଯାହାକି ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ଇନ୍‌ଡୋର
Read More...

ହାଟପଦାପଡ଼ା ମେଟାକାନୀ ମନ୍ଦିରର ନାମ ଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମା' ମେଟାକାନୀ ମନ୍ଦିର କମିଟି ପକ୍ଷରୁ ସବୁବର୍ଷ ଭର୍ଳି ଚଳିତ ବର୍ଷ ମଧ୍ୟ ନବମ ବାର୍ଷିକ ୨୪ ପ୍ରହରି ନାମଯଜ୍ଞ ପାଳିତ କରାଯାଉଛି । କମିଟିର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ଚଳିତ ବର୍ଷ ବହୁ ଅଡମ୍ବରରେ ଜିଲ୍ଲା
Read More...

ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସର୍ବ ବୃହତ, ପୁରାତନ ତଥା ଅଗ୍ରଣୀ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ରାଧାକୃଷ୍ଣ ମନ୍ଦିର, ପଲ୍ଲିଶ୍ରୀ ବିହାର, ସଦାଇପାଲିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର
Read More...

ପଞ୍ଚ କୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଟିକ୍ରାପଡା ଗାନ୍ଧୀ ପାଠାଗାରଠାରେ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆୟୋଜନ ହେବାକୁ ଥିବା ପଞ୍ଚ କୁଣ୍ଡୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଟିକ୍ରାପଡା ଗାନ୍ଧୀ ପାଠାଗାରଠାରେ ପୂଜ୍ୟ
Read More...

ରିଙ୍ଗ ସେରିମନି କାର୍ଯ୍ୟକ୍ରମରେ ଗଣ୍ଡଗୋଳ କରି ଗିରଫ ହେଲେ ଜଣେ ଅନିମନ୍ତ୍ରିତ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଙ୍ଗ ସେରିମନି କାର୍ଯ୍ୟକ୍ରମରେ ଗଣ୍ଡଗୋଳ କରି ଗିରଫ ହେଲେ ଜଣେ ଅନିମନ୍ତ୍ରିତ ବ୍ୟକ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହରର ତୁଲସୀ ନଗରଠାରେ । ଗିରଫ ବ୍ୟକ୍ତି ଜଣକ କୃଷ୍ଣଚନ୍ଦ୍ର ପଟେଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୧୯ ତାରିଖ
Read More...