ସିଏମ୍ ଟ୍ରଫି ପାଇଁ ଫୁଟବଲ ଖେଳାଳି ଚୟନ ଜାନୟାରୀ ୩୧ ରେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ସିଏମ୍ ଟ୍ରଫି ଫୁଟବଲ ନିମନ୍ତେ ଉଭୟ ବାଳକ ଓ ବାଳିକା ବର୍ଗ ପାଇଁ ଆସନ୍ତା ୩୧ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହେବ । ଏଥିରେ ଯେଉଁ ଖେଳାଳିମାନେ ପୂର୍ବରୁ ରେଜିଷ୍ଟ୍ରେସନ!-->…
Read More...
Read More...