ସି.ଏମ୍. ଟ୍ରଫି ପାଇଁ ଖୋ ଖୋ, ଭଲିବଲ୍ ଓ କବାଡ଼ି ଚୟନ ଫେବୃଆରୀ ୩ ଓ ୪ ତାରିଖ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସି.ଏମ୍. ଟ୍ରଫି ପାଇଁ ଆସନ୍ତା ଫେବୃଆରୀ ୩ ତାରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଖୋ ଖୋ ଖେଳାଳି ଚୟନ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ ଓ ଭଲିବଲ୍ ଖେଳାଳୀ ଚୟନ ଗାନ୍ଧୀ ଷ୍ଟାଡ଼ିୟମ୍ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ । କବାଡ଼ି ଖେଳାଳୀ ଚୟନ!-->…
Read More...
Read More...