ବଲାଙ୍ଗିର ନୃସିଂହ ମନ୍ଦିରରେ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥିତ ନରସିଂହ ମନ୍ଦିରରେ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ପ୍ରବଚକ ବଂଶୀଧର ଦାନୀ ଉପସ୍ଥିତ ରହି ହନୁମାନ ଚାଳିଶା ଏବଂ ସଂକ୍ଷିପ୍ତ ରାମାୟଣ ପାଠ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ପାରାୟଣ ଗାୟକ!-->…
Read More...
Read More...