ମାରୱାଡି ସମାଜ ପକ୍ଷରୁ ହୋଲି ଉତ୍ସବ ପାଇଁ ଦଣ୍ଡା ରୋପଣ
ବଲାଙ୍ଗିର, (କେପିଏନ୍ଏସ୍) : ମାରୱାଡି ସମାଜ ପକ୍ଷରୁ ସ୍ଥାନୀୟ ସୁଦପଡ଼ାରେ ଅବସ୍ଥିତ କଲ୍ୟାଣ ମଣ୍ଡପରେ ଦଣ୍ଡା ରୋପଣ ସହିତ ବଡ଼ ଉତ୍ସାହର ସହିତ ହୋଲି ଉତ୍ସବ ଆରମ୍ଭ କରିଥିଲେ । ଏହି ପରମ୍ପରା ବହୁ ଶତାବ୍ଦୀ ପୁରୁଣା ଏବଂ ଏହି ଦିନଟି ଆନୁଷ୍ଠାନିକ ଭାବରେ ହୋଲି ଉତ୍ସବର ଆରମ୍ଭ । ବଲାଙ୍ଗିରର!-->…
Read More...
Read More...