Browsing Tag

balangir news

ଭାରତ ମୁକ୍ତି ମୋର୍ଚାର ସାଂଗଠନିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ କନଫରେନ୍ସ୍ ହଲ୍ ଠାରେ ଭାରତ ମୁକ୍ତି ମୋର୍ଚାର ସାଂଗଠନିକ ବୈଠକ ରାମ ଦାସ ମାଝି ବାମସେଫ୍ ବଲାଙ୍ଗିର ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି କଟକ ଠାରେ ହେବାକୁ ଥିବା ୪୨ତମ ରାଷ୍ଟ୍ରୀୟ ଅଧିବେଶନକୁ
Read More...

ବିଶିଷ୍ଟ ଲୋକନାଟ୍ୟ କଳାକାର ତ୍ରିଲୋଚନ ପାଣ୍ଡେଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଶପୁର ପଂଚାୟତ ଅନ୍ତର୍ଗତ ମେଣ୍ଢିପାଲି ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ତ୍ରିଲୋଚନ ପାଣ୍ଡେଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । ଶ୍ରୀ ପାଣ୍ଡେ ମଙ୍ଗଳବାର ସକାଳେ ପ୍ରାତଃ
Read More...

ଚନ୍ଦନଭାଟି ଶରତ ଦଳାଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଚନ୍ଦନଭାଟି ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଚନ୍ଦନଭାଟି ଖେଳ ପଡିଆ ଠାରେ ପ୍ରଥମ ଶରତ ଦଳାଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ଚନ୍ଦନଭାଟି ୩-୧ ଗୋଲରେ ଅମାମୁଣ୍ଡାକୁ ହରାଇ ଚମ୍ପିୟାନ ହୋଇଛି । ପୂର୍ବତନ କ୍ରୀଡାବିତ୍‌ ତଥା ଟୁର୍ଣ୍ଣାମେଣ୍ଟ
Read More...

ପାଟଣେଶ୍ୱରୀ ମନ୍ଦିରରୁ ଯିବ ୬୬୪ଟି ମନ୍ଦିର ଓ ପୀଠକୁ ନିଉତା

ସାମିଲ ହେବେ ଗାଁର ଦେବାଦେବୀ ପୂଜକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଫେବୃୟାରୀ ୧ ରୁ ୪ ଯାଏଁ ଉତ୍ସବ ଓ ମହାଯଜ୍ଞ ଆୟୋଜନ ହେବାକୁ ପ୍ରସ୍ତୁତ ଜୋର ସୋରରେ ଚାଲିଛି । ପାଟଣାଗଡର
Read More...

ସର୍ବ ଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ବିଧିବଦ୍ଧ ଭାବେ ଏହି ପ୍ରତିଯୋଗିତାକୁ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୧ତମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୧ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ସଂସଦୀୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ଏଆଇ
Read More...

ମହାବନ୍ଦକୁ ଓବିସି ମଞ୍ଚର ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର କୃଷକମାନଙ୍କ ପ୍ରତି କ୍ରମାଗତ ଭାବେ ସରକାରଙ୍କ ଅଣଦେଖା ଭାବ ଯୋଗୁଁ ଚାଷୀମାନେ ଏ ଯାବତ ଚଳିତ ଖରିବ ଋତୁର ଉତ୍ପାଦିତ ଧାନ ବିକି ପାରି ନାହାନ୍ତି । ତେଣୁ ସେମାନେ ଆର୍ଥିକ ସଙ୍କଟର ସାମାନା କରୁଛନ୍ତି । ଏହା ଉପରେ କୃଷିମନ୍ତ୍ରୀଙ୍କ ତାତ୍ସଲ୍ୟ ବୟାନ
Read More...

ମହାବୀର କଲେଜରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ଯୁକ୍ତ ୨ କଲେଜ ରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ଵାରା ବହୁ ଧୁମ୍‌ଧାମ୍‌ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ବିଜୟ କୁମାର ହୋତା ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିବା
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୭୭ତମ ଗଣତନ୍ତ୍ର ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୭୭ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମଂଚର ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ଆବାହକତ୍ୱରେ ସଭାପତି ପ୍ରଭାକର ମିଶ୍ର, ଉପ-ସଭାପତି ଅଶୋକ କୁମାର ଚାନ୍ଦ, ସଂପାଦକ କପିଳେଶ୍ୱର ଖମାରୀ, କୋଷାଧ୍ୟକ୍ଷ
Read More...