Browsing Tag

balangir news

ବିଶ୍ୱାତ୍ମ ବିଦ୍ୟା ମନ୍ଦିରର ୩୦ତମ ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୩୦ତମ ପ୍ରତିଷ୍ଠା ଦିବସ ତଥା ପୂଜ୍ୟପାଦ ସଦ୍‌ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ଜୀ ମହାରାଜଙ୍କ ୭୦ତମ ଜନ୍ମ ଦିବସ ଅତ୍ୟନ୍ତ ହର୍ଷୋଲ୍ଲାସ ପୂର୍ବକ ଭବ୍ୟତାର ସହିତ ଆନନ୍ଦ ନିକେତନ ଆଶ୍ରମ,
Read More...

ଦିନିକିଆ ବଲାଙ୍ଗିର ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦିନିକିଆ ଗସ୍ତରେ ଆସିଥିଲେ । ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟର ବୈଠକ ଗୃହ ଠାରେ ଆୟୋଜିତ ହୋଇଥିବା ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଯୋଗଦାନ କରିଥିଲେ । ସମୀକ୍ଷା ବୈଠକରେ
Read More...

ବଲାଙ୍ଗିର ଠାରେ ଅତିରିକ୍ତ ରେଲୱେ ଡିଭିଜିନାଲ ମ୍ୟାନେଜର କାର୍ଯ୍ୟାଳୟ ଦାବିକୁ ସମର୍ଥନ ଦେଲେ ସାଂସଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘ ବୈଠକର ନିଷ୍ପତ୍ତି ଅନୁସାରେ ରେଳମନ୍ତ୍ରୀଙ୍କୁ ବଲାଙ୍ଗିର ଠାରେ ଇଷ୍ଟକୋଷ୍ଟ ରେଲୱେର ଏକ ଅତିରିକ୍ତ ଡିଭିଜିନାଲ ରେଲୱେ ମ୍ୟାନେଜର କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରାଯାଇ ଚିଠି କରାଯାଇଥିଲା । ତାହାର ଗୋଟିଏ କପି ସ୍ଥାନୀୟ ସାଂସଦମାନଙ୍କ
Read More...

ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲ ଓ କିମ୍ସର ମିଳିତ ଆନୁକୂଲ୍ୟରେ ଦନ୍ତ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତି ମଧ୍ୟରେ ବିଷ୍ଣୁମୁଣ୍ଡା ବଚ୍‌ପନ୍ ନଗର ସ୍ଥିତ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲରେ ଏକ ମାଗଣା ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିରର ବିଶିଷ୍ଟ ଦନ୍ତ ଚିକିତ୍ସକ ଡ. ଆକାଶ କୁମାର ଜୈନଙ୍କ ସହ ଭୁବନେଶ୍ୱର କଳିଙ୍ଗ
Read More...

ୟୁରିଆ ସାର ଅଭାବ : ଚାଷୀ ହନ୍ତସନ୍ତ

ବଲାଙ୍ଗିର ସଦର ବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକ ଶିବତଲା ଚାଷୀ ସମବାୟ ସମିତିରେ ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ । ଖାଲି ଶିବତଲା ନୁହେଁ ଆହୁରି ଅନେକ ପେକ୍ସର ଚାଷୀ ୟୁରିଆ ସାର ପାଉନାହାଁନ୍ତି । କୃଷି ବିଭାଗର କହିବା ଅନୁସାରେ ଚାଷୀ ଧାନ ତଳି ରୋପଣ
Read More...

ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ତିନିଦିନିଆ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କମ୍ପୋଜିଟ୍ ରିଜିଅନାଲ୍ ସେଣ୍ଟର (ସିଆର୍‌ସି) ପକ୍ଷରୁ ବିକାଶୀୟ ବିଳମ୍ବିତ ଶିଶୁମାନଙ୍କ ପାଇଁ ଖେଳାଧାରିତ ଶିକ୍ଷାକୁ ପ୍ରୋତ୍ସାହନ” ପାଇଁ ତିନିଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସ୍ୱତନ୍ତ୍ର ଶିକ୍ଷା ବିଭାଗ ସିଆର୍‌ସି
Read More...

ବିଶ୍ୱ ସାକ୍ଷରତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ ନର୍ସିଂ କଲେଜ ସଭା ଗୃହରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ସାକ୍ଷରତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଡା. ପ୍ରମୋଦ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ
Read More...

ବଲାଙ୍ଗିର ଖ୍ରୀଷ୍ଟିୟ ସମାଜର ନୂଆଁଖାଇ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଖ୍ରୀଷ୍ଟିୟ ସମାଜ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳନ କରାଯାଇଛି । ସକାଳ ୧୦ଟା ସମୟରେ ସହରର ସମସ୍ତ ଉପାସନାଳୟ / ସଭାଗୃହ ଠାରେ ନୂଆଁଚୁଡା ଉତ୍ସର୍ଗ କରାଯାଇ ଭକ୍ଷଣ କରାଯାଇଥିଲା । ଅପରାହ୍ନ ୩ଟା ସମୟରୁ ସ୍ଥାନୀୟ ମିଶନ
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର କେନ୍ଦୁଝର ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରର ବର୍ବିଲ ଠାରେ ରାଜ୍ୟସ୍ତରୀୟ ସ୍କୁଲ ଗେମ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ଜିଲ୍ଲାରୁ ୧୬ଜଣିଆ ଟିମ୍‌ ଆଜି କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି ।୧୭ ବର୍ଷରୁ କମ୍‌
Read More...

ମାଲପଡା ନାଗରିକ କମିଟି ବଲାଙ୍ଗିରର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ବିଶେଷତଃ ପୌର ପାଳିକା
Read More...