ଥାନାରୁ ଅଟକ ଅଭିଯୁକ୍ତ ଫେରାର
ବଲାଙ୍ଙ୍ଗିର, (କେପିଏନ୍ଏସ୍) : ଥାନାରୁ ଅଟକ ଅଭିଯୁକ୍ତ ଫେରାର । ଶୌଚାଳୟ ବାହାନାରେ ମାରିଲେ ଚମ୍ପଟ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ ଘଟିଛି ଏଭଳି ଘଟଣା । ଚୋରି ଘଟଣାରେ ଥିଲେ ଥାନାରେ । ଫେରାର ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ପୋଲିସର ଦୁଇଟି!-->…
Read More...
Read More...