Browsing Tag

balangir news

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ୧୯୯୦ ମସିହାରୁ ଚାକିରି କରି ଆସୁଥିବା ବିଦ୍ୟାଳୟର ସେବକ (ପିଅନ) ରାଜ କିଶୋର ପଧାନଙ୍କୁ…
Read More...

ଓଜିବି ନୂତନ ଆଂଚଳିକ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ଓ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆଜି ପେଲେସ ଲାଇନ ସ୍ଥିତ ନୂତନ ଆଂଚଳିକ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ କରାଯାଇଥିଲା । ଉଦ୍‌ଘାଟନ…
Read More...

ଶ୍ରମିକ ଚାଲାଣକାରୀ ଉପରେ ବଲାଙ୍ଗିର ପୋଲିସ ନେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏସ୍‌ପି କାର୍ଯ୍ୟାଳୟ ତରଫରୁ ଏହାକୁ ନେଇ ହେଲା ସଚେତନତା ବାଇକ ରାଲିବିପଦପୂର୍ଣ୍ଣ ବ୍ଲକ ଗୁଡିକରେ ତୀବ୍ର ନଜର, ଶ୍ରମିକ ଦଲାଲମାନଙ୍କୁ କଡା ଚେତାବନୀ ଓ ଶୋଷଣ ରୋକିବା ପାଇଁ ସାମୁଦାୟିକ ସଚେତନତା ଆହ୍ୱାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରମିକ ଚାଲାଣ ରୋକିବା ଏବଂ ଶ୍ରମିକମାନଙ୍କୁ…
Read More...

ପୁଇଁନ୍ତଲାରେ ଆମ୍ବେଦକର ଜନ୍ମୋତ୍ସବ

ସାମାଜିକ ଓ ଆର୍ଥିକ ସମାନତା ନ ହେଲେ କ୍ରାନ୍ତି ହେବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ବି.ଆର. ଆମ୍ବେଦକର ଦେଶରେ ଜାତି ପ୍ରଥା, ଅସ୍ପୃଶ୍ୟତା ଓ ଦଳିତମାନଙ୍କ ଉପରେ ପ୍ରଚଳିତ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେଥି ପାଇଁ…
Read More...

ଶ୍ରମିକ ଚାଲାଣକୁ ରୋକିବା ପାଇଁ ସଚେତନତା : ପୋଲିସ ପକ୍ଷରୁ ବାଇକ ରାଲିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରମିକ ଚାଲାଣକୁ ରୋକିବା ସହିତ ଶ୍ରମିକମାନେ ଦାଦନ କିମ୍ବା ବନ୍ଧକ ଶ୍ରମିକ ହେବାରୁ କିପରି ବର୍ତ୍ତିବେ ସେ ନେଇ ସଚେତନତା ସୃଷ୍ଟି ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ ରାଲି ଆୟୋଜନ କରାଯାଇଥିଲା । ସୁରକ୍ଷିତ ପ୍ରବାସ (ସେଫ…
Read More...

ପ୍ରଥମ ନାଇଟ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରଥମ ନାଇଟ ଫୁଟବଲ୍ ମ୍ୟାଚ ଲୋଇସିଂହା ବ୍ଲକ ଗୁର୍ଜିଭଟା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବୁଢ଼ୀପଦର ଗ୍ରାମପଞ୍ଚାୟତର ସରପଞ୍ଚ ଯୁଧିଷ୍ଟିର ପଧାନ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ସୁନୀଲ ଦାସ ଓ…
Read More...

ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁଓବିଏସ୍‌ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲୁଓଡିଏଲ୍‌ର ମନମୁଖି ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଆଜି ବଲାଙ୍ଗିର ସର୍କଲ୍‌ର ପ୍ରତ୍ୟେକ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ସେହିପରି ସ୍ଥାନୀୟ ଆର୍‌ଇସି ସେକ୍ସନ୍ ପୁଇନ୍ତଲା କାର୍ଯ୍ରାଳୟ…
Read More...

ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା : ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପାଳିକାର ୱାର୍ଡ ନମ୍ବର ୬, ୭ ଏବଂ ୮ରେ ଦୀର୍ଘଦିନ ହେବ ବିଭିନ୍ନ ସମସ୍ୟାମାନେ ରହିଛି । ସେଥିପାଇଁ ଆଜି ତିନୋଟି ୱାର୍ଡର ବାସିନ୍ଦାମାନେ ଏକତ୍ରିତ ହୋଇ ୧୦ ଦଫା ଦାବି ଯଥା- ୧. ୱାର୍ଡ ନଂ ୭ ରେ ଅବସ୍ଥିତ ହାଟପଦାପଡ଼ା ପାର୍କର…
Read More...

ବଲାଙ୍ଗିରରେ ହତ୍ୟା ଘଟଣା : ନିର୍ଦ୍ଦୋଶରେ ଖଲାସ ହେଲେ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୨୧ ମସିହାରେ ହତ୍ୟା ହୋଇଥିଲା । ଗାନ୍ଧିନଗର ପଡ଼ାରେ ହୋଇଥିଲା । ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଘର ଭିତରେ ମୃତ ଦେହ ଥିଲା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା । ଏନେଇ ରାଜେଶ ଓରଫ ଲକି ସେନ୍ଦ୍ରିଆ ନାମକ ଯୁବକଙ୍କୁ ପୋଲିସ…
Read More...

ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫରେନ୍ସ ହଲ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବଲାଙ୍ଗିର ତରଫରୁ ଆୟୋଜିତ ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡି଼ଶା ସରକାର ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱରର…
Read More...