
ବଲାଙ୍ଗିର, (କେପିଏନ୍ଏସ୍) : ୨୦୨୧ ମସିହାରେ ହତ୍ୟା ହୋଇଥିଲା । ଗାନ୍ଧିନଗର ପଡ଼ାରେ ହୋଇଥିଲା । ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଘର ଭିତରେ ମୃତ ଦେହ ଥିଲା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା । ଏନେଇ ରାଜେଶ ଓରଫ ଲକି ସେନ୍ଦ୍ରିଆ ନାମକ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଆଜି ସେହି ଘଟଣାରେ ମାନ୍ୟବର କୋର୍ଟ ଗିରଫ ଯୁବକଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ତାଙ୍କ ହତ୍ୟା ଘଟଣାରେ କୋୖଣସି ହାତ ନଥିବା କହିଛନ୍ତି ।