ଖେଲୋ ଇଣ୍ଡିଆରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା
ଅନୁଗୁଳ/ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେରଳର କୋଝିକୋଡ଼ ସ୍ଥିତ ଭିକେ କୃଷ୍ଣ ମୋହନ ଇଣ୍ଡୋର ଷ୍ଟାଡିୟମରେ ଭାରତ ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ ଅନୁଷ୍ଠିତ ହୋଇଯାଇଛି । ଉଷୁ ସଂଘର ରାଜ୍ୟ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ ଏବଂ ସାଧାରଣ ସମ୍ପାଦକ!-->…
Read More...
Read More...