csstore

ହୀରାପୁର ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ହୀରାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ପବିତ୍ର ଉତ୍କଳ ଦିବସ ପାଳନ ସମାରୋହରେ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଯୋଶୀ, ସହକାରୀ ଶିକ୍ଷକ ଅଶୋକ କୁମାର ସାହୁ, ଦୀପଞ୍ଜଳି ସାହୁ, ମାଧବ କୁମାର ସାହୁ, ଝସକେତନ ଭୁଏ, ସ୍କୁଲ ସଭାପତି ମଧୁସୂଦନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

jayashree
Leave A Reply

Your email address will not be published.