csstore

ବିଜାଖମନଠାରେ ଓଲଟି ପଡିଲା ପଥର ବୋଝେଇ ଟ୍ରାକ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଟିଟିଲାଗଡ ଯାଇଥିବା ରାସ୍ତା ନିକଟସ୍ଥ ବିଜାଖମନ ଠାରେ ଭାରସାମ୍ୟ ହରାଇ ଏକ ପଥର ବୋଝେଇ ଟ୍ରାକ୍ଟର ଓଲଟି ପଡିଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିରରୁ ଟିଟିଲାଗଡ ଯାଇଥିବା ରାସ୍ତା ନିକଟସ୍ଥ ବିଜାଖମନ ଠାରେ ଭାରସାମ୍ୟ ହରାଇ ଏକ ପଥର ବୋଝେଇ ଟ୍ରାକ୍ଟର ରାସ୍ତାକଡରେ ଥିବା ଏକ ନିମ୍ବ ଗଛରେ ଧକ୍କା ଦେବାରୁ ଟ୍ରାକଟରଟି ଓଲଟି ପଡିଥିବା ବେଳେ ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.