ଭୁବନେଶ୍ୱର, (କେପିଏନ୍ଏସ୍) : ବିନା ପଞ୍ଜୀକରଣରେ ଟୀକାକେନ୍ଦ୍ର ଆସନ୍ତୁ ନାହିଁ । ଟୀକାକରଣ ପାଇଁ ପୂର୍ବରୁ ପଞ୍ଜୀକରଣ କରନ୍ତୁ ଏବଂ ନିର୍ଦ୍ଧାରିତ ସୂଚୀ ଅନୁସାରେ ଟୀକା ନିଅନ୍ତୁ । ନିର୍ଦ୍ଧାରିତ ସୂଚୀରେ ଟୀକାକରଣ କେନ୍ଦ୍ରକୁ ଆସିବା ପରେ ସଂପୃକ୍ତ କେନ୍ଦ୍ରରେ ଯଥା ସମ୍ଭବ ଦୂରତା ବଜାୟ ରଖନ୍ତୁ ଏବଂ ସଠିକ୍ ଭାବରେ ମାସ୍କ ପିନ୍ଧନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Next Post