ବୁଲା ଗାଇଗୋରୁଙ୍କ ଥଇଥାନ ପାଇଁ ବଲାଙ୍ଗିର ପୌରପରିଷଦ ଠାରେ ଚୁକ୍ତିନାମା ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ବୁଲୁଥିବା ବୁଲା ଗାଇଗୋରୁଙ୍କ ଥଇଥାନ ପାଇଁ ପୌରପରିଷଦ ଠାରେ ପୌରପରିଷଦ ଏବଂ ସହରର ଠିକାଦାରପଡା ଠାରେ ଥିବା ପୃଥ୍ୱୀରାଜ ଗୋଶାଳା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ବୁଲା ଗାଇଗୋରୁମାନେ ରାସ୍ତାଘାଟରେ ବୁଲୁଥିବା ବେଳେ ଅନେକ ଦୁର୍ଘଟଣାଗ୍ରସ୍ତ ହେଉଥିଲେ । ସେଥିପାଇଁ ପ୍ରଶାସନ ପକ୍ଷରୁ ଏହାକୁ ଆଖି ଆଗେର ରଖି ଏହି ପଦକ୍ଷେପ ନିଆଯାଇଥିବା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.

11 + 12 =