csstore

ବାସନ୍ତୀ ପାଠାଗାରରେ ୭୭ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସର ତାପ୍ତର୍ଯ୍ୟ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ଦେବା ସଙ୍ଗେ ସଙ୍ଗେ ପାଠାଗାରରେ ଏହି ମାସରେ ସ୍କିଲ ଡେଭଲପମେଣ୍ଟ ଏବଂ କମ୍ପୁଟର ଶିକ୍ଷା ଦେବାର ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ । ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ପ୍ରକାଶ ପାଢ଼ୀ, ବସନ୍ତ ମହାରଣା, ଶରତ ରାଉତ, ଶରତ କୁମାର ସ୍ୱାଇଁ, ଗଦାଧର ରଥ, ସପନ ପଣ୍ଡା, ଦିଲ୍ଲୀପ ଲେଙ୍କା, ସୁଧା ଲେଙ୍କା, ବିବେକ ପାତ୍ର, ସୁବାସିନୀ ସାହୁ, କବିତା ଦାଶ, କୁଳମଣି ଦାଶ, ଶ୍ରୀକାନ୍ତ ପାଣିଗ୍ରାହୀ ନାରାୟଣ ଖଣ୍ଡେଲୱାଲ ଏବଂ ଅନ୍ୟାନ୍ୟ ସଭ୍ୟ ମାନଙ୍କ ସହ ବାସନ୍ତୀ ପାଠାଗାର ଯୋଗ କ୍ଲାସର ସମସ୍ତ ଯୋଗ ଶିକ୍ଷିକା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.