pakka

ବରଗଡ଼ ଡାକ୍ତରଖାନା ୭୨ ଘଂଟା ପାଇଁ ସଟ୍‌ ଡାଉନ୍‌

ବରଗଡ଼, (ଗୋପୀନାଥ ସାହୁ) : କୋଭିଡ଼୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଡିଡିଏଚ୍‌ର ଓଏଣ୍ଡ୍‌ଜି. ବିଭାଗ ଅଧୀନସ୍ଥ ବରଗଡ଼ ଡାକ୍ତରଖାନାକୁ ୭୨ ଘଂଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି । ଏ ସଂପର୍କରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ. ଅରୁଣ କୁମାର ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 × 2 =