pakka

ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ବଦଳି : ଚଂଚଳ ରାଣା ବଲାଙ୍ଗିର ଜିଲ୍ଲାର ନୂଆ ଜିଲ୍ଲାପାଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଆଇଏଏସ୍‌ (ଆର୍‌ଆର୍‌-୨୦୧୧)ଙ୍କୁ ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ମୟୁରଭଂଜର ପିଡ଼ି, ଡିଆର୍‌ଡ଼ିଏ. ଚଂଚଳ ରାଣା, ଆଇଏଏସ୍‌ (ଆର୍‌ଆର୍‌-୨୦୧୪) । ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୋଟିଫିକେସନ୍‌ରୁ ଏହି ଖବର ମିଳିଛି ।

jay balangir
Leave A Reply

Your email address will not be published.

ten + 20 =