ଗାନ୍ଧୀଛକରେ ଉତ୍ତେଜନା ସହ ରାସ୍ତାରୋକ

ବରଗଡ଼, (ଗୋପୀନାଥ ସାହୁ) : ପୂର୍ବ ଦିନ ରାତି ପ୍ରାୟ ୧୧ଟାରେ ମୃତ୍ୟୁବରଣ କରିଥିବା କରୋନା ପୀଡିତଙ୍କ ଶବ ବ୍ୟବଚ୍ଛେଦରେ ବିଳମ୍ବ ହେତୁ ବେଳେ ପ୍ରଶାସନିକ ଅବହେଳାରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଶବଦାହ ହୋଇପାରିବ ନାହିଁ । ଏହାର ପ୍ରତିବାଦରେ ନିପନ ଦାଶଙ୍କ ନେତୃତ୍ୱରେ ବରଗଡର ଜାଗ୍ରତ ଲୋକମାନେ ଗାନ୍ଧୀଛକ ଠାରେ ମୁଖ୍ୟ ରାସ୍ତା ଅବରୋଧ କରି କୋଭିଡ ପୀଡିତଙ୍କ ଶବଦାହ ପାଇଁ ଦାବୀ କରିଥିଲେ । ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୁଝାମଣା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply

Your email address will not be published.

one × 1 =

error: Content is protected !!