pakka

ଯୁବା ପ୍ରତାପୀ ସେନା ପକ୍ଷରୁ ନୂତନ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ଭାବରେ ବିଶ୍ୱଜିତ ମନବୋଧ ଯୋଗଦାନ କରିଥିବା ବେଳେ ଆଜି ଯୁବା ପ୍ରତାପୀ ସେନା ପକ୍ଷରୁ ଆଇଆଇସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଯୁବା ପ୍ରତାପୀ ସେନାର ସଦସ୍ୟମାନେ ଆଇଆଇସିଙ୍କୁ ସାକ୍ଷାତ କରି ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.

12 + one =