pakka

କର୍ଲାମୁଣ୍ଡା ବ୍ଲକ ପାଚିକା ସଂଘର ସମାବେଶ

bbehera

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକସ୍ତରୀୟ ପାଚିକା ଓ ସହାୟିକା ସଂଘର ଏକ ସମାବେଶ ରିଷିଡା କଲେଜ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ ଜଷ୍ଟିସ ପାଟି ପକ୍ଷରୁ ଆୟୋଜିତ ଏହି ସମାବେଶରେ ଡମ୍ବରୁଧର କୁମୁରା ସଭାପତିତ୍ୱ କରିଥିବା ବେଳେ ରଥୁ ଭୋଇ ସଭା ପରିଚାଳନା କରିଥିଲେ । ଏଥିରେ ସମାଜ ସଂସ୍କାରକ ବାବା ଭଗବାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁ ଅତିଥି ଭାବେ ଯୋଗଦେଇ ପାଚିକାଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ଆଲୋକପାତ କରିଥିଲେ । ସଂଘ ସଭାନେତ୍ରୀ ମାଳତୀ ପାତ୍ର, ସମ୍ପାଦିକା ଶୁକ୍ରକାନ୍ତି ଗହୀର, କୋଷାଧ୍ୟକ୍ଷ ହେମକାନ୍ତି ରଣାଙ୍କ ସମେତ ବହୁ ପାଚିକା ଓ ସହାୟିକା ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

four × 2 =

error: Content is protected !!