csstore

ଆଦର୍ଶ ପାଠାଗାର ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଦର୍ଶ ପାଠାଗାରର ଉପସଭାପତି ଡାକ୍ତର ବସନ୍ତ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଧାକାନ୍ତ ମିଶ୍ର, ପ୍ରଦୀପ ପଟ୍ଟନାୟକ, ବିଜୟ ପାତ୍ର, ଜ୍ଞାନରଂଜନ ଦାଶ, ସନ୍ତୋଷ ରଥ, ଅଶୋକ ବଳ, ପ୍ରେମାନନ୍ଦ ସାମଲ, ଟୁକୁଲା ପାଢୀ, ମନୋଜ ପଣ୍ଡା, ଜ୍ୟୋତିରଂଜନ ମହାପାତ୍ର, ଅଟମ ରଥ, ଟି ଏସ୍ ମଧୁସୂଦନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.