jsm

ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିଜ ମତଦାନ ସାବ୍ୟସ୍ତ କଲେ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଗଣତନ୍ତ୍ରର ମହାନ ପର୍ବ ତଥା ସାଧାରଣ ନିର୍ବାଚନ ସକାଳ ୭ଟାରେ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ସଦର ପାଟଣାଗଡ଼ ମତଦାନ ଆରମ୍ଭ ହୋଇଯାଇଛି। ବିଜେଡିର ବିଧାୟକ ପ୍ରାର୍ଥୀ ସରୋଜକୁମାର ମେହେର ୩ ନଂ ୱାର୍ଡ ସ୍ଥିତ କୋଲପଡା ପ୍ରାଥମିକ ବିଦ୍ୟାଳୟ ୨୬୬ ନଂ ବୁଥ୍‌ରେ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି।

yuvodaya
Leave A Reply

Your email address will not be published.