pakka

ବିଜାଖୋଲ ଜଂଗଲରେ ହାତୀ ଶାବକର ମୃତ୍ୟୁ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବନାଞ୍ଚଳ ନାରାୟଣପୁର ଫରେଷ୍ଟ୍ ବିଟ ଅନ୍ତର୍ଗତ ବିଜାଖୋଲ ଜଙ୍ଗଲରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ୪ ବର୍ଷର ଏହି ପୁରୁଷ ହାତୀ ଶାବକଟି ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ଖବରପାଇ ଆଜି ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତହାତୀ ଶାବକଟିର ଶବ ବ୍ୟବଚ୍ଛେଦ ପରେ ପୋତି ଦେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

ten + 1 =