pakka

ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ

bbehera

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସରକାରୀ ବାସଭବନରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି । ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତରେ ଅଛନ୍ତି । ଶ୍ରୀ ମୋଦୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିଲା । ଗତ ୯ ବର୍ଷ ମଧ୍ୟରେ ଭାରତ-ବାଂଲାଦେଶ ସମ୍ପର୍କର ଅଗ୍ରଗତି ଅତ୍ୟନ୍ତ ଆନନ୍ଦଦାୟକ ଅଟେ । ଆମର ଆଲୋଚନାରେ ଯୋଗାଯୋଗ, ବାଣିଜ୍ୟିକ ସଂଯୋଗ ଓ ଆହୁରି ଅନେକ ବିଷୟ ସାମିଲ୍ ଥିଲା ।’’

jay balangir
Leave A Reply

Your email address will not be published.

1 × 1 =