pakka

ଯୁକ୍ତ ଦୁଇ ଫଳାଫଳରେ ସିଏନ୍‌ସି କଲେଜର ସଫଳତା : ୯୦ ପ୍ରତିଶତ ଉପରେ ମାର୍କ ରଖିଲେ ୮ ଜଣ ଛାତ୍ରଛାତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାର ବାଣିଜ୍ୟ ଶିକ୍ଷାନୁଷ୍ଠାନ ସିଏନ୍‌ସି କଲେଜର ୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖିି ସଫଳତା ହାସଲ କରିଛନ୍ତି । ସୂଚନା ଅନୁସାରେ ସେହି ୮ ଜଣ ଛାତ୍ରଛାତ୍ରୀ ପ୍ରୀତିମୋହନ ସାହୁ ୯୪%, ସିଖା ଗୁପ୍ତା ୯୪ %, ହେମଲତା ସାହୁ ୯୩.୧୭%, ସ୍ନେହା ଜୈନ ୯୩.୧୭%, ଦିଆ ଅଗ୍ରୱାଲ ୯୨.୩୩ %, କୁମାର ରାଜନ ମେହେର ୯୨.୩୩%, ଦେବାଶିଷ ଅଗ୍ରୱାଲ ୯୧.୬୭%, ଆୟୁସ ଜୈନ ୯୦.୧୭ % ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

nine + two =

error: Content is protected !!