pakka

ପାତଲ୍‌ଘଁଟା ଏଛିନ୍‌ ବଢ଼ଉଛେ ମୁଡ଼୍‌ଦୁଖା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହଙ୍ଗା ମାଡ଼୍‌ ଥି ଏଛିନ୍‌ ସଭେ ବାଏବିଛୋ ହେଇ ଯଉଥିଲା ବେଲ୍‌କେ ପାତଲ୍‌ଘଁଟା ବଢ଼ଉଛେ ମୁଡ଼୍‌ଦୁଖା । କେଜି ୬୦ ଟଁକା ନୁଁ ଅଏଧ୍‌କା । ଟିକେ ଚିକନ୍‌ ଚାକନ୍‌ ହେଇଥିଲେ କେଜି ଶହେ କେ ବି ପୁହୁଁଚି ଯଉଛେ । ଆମର୍‌ ଫାଲେ ସବୁ କୁଟୁମ୍‌ ଥି ପାତଲ୍‌ଘଁଟା ସବୁଦିନେ ବେଭାର୍‌ ହେସି । କିଏ ପାତଲ୍‌ଘଁଟା ପୁଡ଼ା ତ’ କିଏ ପାତଲ୍‌ଘଁଟା ଚୁଟ୍‌ଚୁଟା, ଆର୍‌ କିଏ ପାତଲ୍‌ଘଁଟା ସଁତଲା ପସନ୍ଦ କର୍‌ସି । ସବୁ ତୁନ୍‌ ତର୍‌କାରି ଥି ପାତଲ୍‌ଘଁଟାର୍‌ ବେଭାର୍‌ ରହି ଆସିଛେ । ଏନ୍‌ତା ଥି ପାତଲ୍‌ଘଁଟାର ମହଙ୍ଗା ସମ୍‌କୁ ହଏରାନ୍‌ କରିଦଉଛେ । ହେନ୍‌ତା ଗଲା ସମିଆଁ ଥି ଉଇଲ୍‌ ଉଭ୍‌ରି ଥିଲା ଯେ, ଲୁକର୍‌ ଝୁମ୍‌ରା ହଜି ଯାଇଥିଲା । ଇ’ଘଡ଼ି ଉଇଲ୍‌ର ଭାଉ ଟିକେ ଥାବେ ଅଛେ । ମାତର୍‌କ’ ଏଛିନ୍‌ ଉଭ୍‌ରିଛେ ପାତଲ୍‌ଘଁଟା । ପାତଲ୍‌ଘଁଟା ଏଛିନ୍‌ ବଢ଼ଉଛେ ସମ୍‌କର୍‌ ମୁଡ଼୍‌ଦୁଖା । ଏନ୍‌ତା ଧୁର୍‌କୁଟା ମହଙ୍ଗା ହେଇ ଚାଲିଛେ ପାତଲ୍‌ଘଁଟା ଯେ, ସମ୍‌କର୍‌ ମନ୍‌ ଖାଁଟା ।

jay balangir
Leave A Reply

Your email address will not be published.

1 × 3 =

error: Content is protected !!