ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର ଜାଣନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ଆସନ୍ତୁ ସେ ସଂପର୍କରେ ଜାଣିବା । ଫୁଲକୋବି-୫୦ ଟଙ୍କା, ବଂଧାକୋବି – ୩୦ ଟଙ୍କା, ଟମାଟର୍‌- ୩୦ ଟଙ୍କା, ଭେଣ୍ଡି – ୪୦ ଟଙ୍କା, ବିମ୍‌ – ୬୦ ଟଙ୍କା, କଂଚା ମଟର – ୫୦ ଟଙ୍କା, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, ପୋଟଳ – ୮୦ ଟଙ୍କା, କେପ୍‌ସିକମ୍‌ – ୫୦ ଟଙ୍କା, ଗାଜର – ୬୦ ଟଙ୍କା, ବିଟ୍‌ – ୮୦ ଟଙ୍କା, ବାଇଗଣ – ୩୦ ଟଙ୍କା, ଅମୃତଭଣ୍ଡା – ୧୦, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ – ୬୦ ଟଙ୍କା, ଆଳୁ – ୫୦ ଟଙ୍କା, ପିଆଜ – ୫୦ ଟଙ୍କା, କାକୁଡ଼ି – ୨୦ ଟଙ୍କା, କଖାରୁ (ମାଖନ) – ୧୫ ଟଙ୍କା, ଧନିଆଁ ପତ୍ର – ୨୦୦ ଟଙ୍କା, କଂଚାଲଙ୍କା – ୬୦ ଟଙ୍କା, ଭାଜି ଶାଗ – ୩୦ ଟଙ୍କା, ମେଥି ଶାଗ – ୮୦ ଟଙ୍କା, ସଜନା ଛୁଇଁ – ୧୨୦ ଟଙ୍କା, ମୂଳା – ୧୦ ଟଙ୍କା (ଦୁଇ ବିଡ଼ା) ।
ସୌଜନ୍ୟ : ଶିଶୁପାଲ ସାହୁ, ମହାଲକ୍ଷ୍ମୀ ପନିପରିବା ଦୋକାନ, ଶାନ୍ତିପଡ଼ା, ବଲାଙ୍ଗିର, ମୋ.ନଂ.୯୪୩୭୧୮୦୮୬୯

Leave A Reply

Your email address will not be published.

14 − 12 =