pakka

ଅନାଥ ଦୁଇ ଭାଇଭଉଣୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କଲେ ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳା ବୃନ୍ଦ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳା ବୃନ୍ଦ ଦୁଇ ଅନାଥ ଭାଇଭଉଣୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । କୁଇବାହାଲ ଗ୍ରା.ପ. ଅନ୍ତର୍ଗତ ସେମ୍‌ଲା ଗାଁର ଦେବଚନ୍ଦ୍ର(୧୬) ଓ ଏକାଞ୍ଜଳି(୧୨)ବହୁ ଅସୁବିଧାରେ ଥିବା ବେଳେ ପରମ୍ପରା କଳା ବିକାଶ କେନ୍ଦ୍ରର ମହିଳାମାନେ ତାଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିିଥିବା ଜଣାପଡିଛି । ତେବେ ଏହି ଦୁଇ ଭାଇଭଉଣୀଙ୍କ ପୈତୃକ ଜମିକୁ କାକା ଅଙ୍ଗଦ ମେହେର ବନ୍ଧକ ସୂତ୍ରରେ ହାତେଇ ନେଇଥିବା ସମ୍ପର୍କରେ ତୁରେକେଲା ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଏମାନେ ନ୍ୟାୟ ପାଇବାରୁ ବଞ୍ଚିତ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

5 × one =