p purohi

ପଟୁଆପାଲି ହାଇସ୍କୁଲରେ ବନମହୋତ୍ସବ ପାଳିତ

dr. purohit

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ପଟୁଆପାଲି ପଲ୍ଲୀ ବିକାଶ ହାଇସ୍କୁଲ ପ୍ରଧାନ ଶିକ୍ଷଖ ପ୍ରଶାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଓଷ୍ଟାର ପୂର୍ବ ସଭାପତି ପୁରନ୍ଦର ଦାସ ମୁଖ୍ୟ ଅତିଥି, ପଟୁଆପାଲି ସରପଞ୍ଚ ତଥା ବିଦ୍ୟାଳୟ ମାର୍ଗଦର୍ଶକ ରବି ବସ୍ତିଆ, ସମିତି ସଭ୍ୟ ନିର୍ମଳ ଭୁଏ, କୁଟାସିଂହା କ୍ଲଷ୍ଟର ସିଆର୍‌ସିସି ମୋତିଲାଲ ମେହେର ପ୍ରମୁଖ ଯୋଗଦେଇ ବନ ମହୋତ୍ସବର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ସମସ୍ତ ଅତିଥି ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍କୁଲ ପରିସରରେ ଶତାଧିକ ଚାରା ରୋପଣ କରାଯାଇଛି । ବିଜ୍ଞାନ ଶିକ୍ଷକ କ୍ଷୀରୋଦ୍ର ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.