jsm

ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନବ ସମାଜରେ ମାନବିକତା ଏବଂ ଜ୍ଞାନର ଆଲୋକ ଅତ୍ୟନ୍ତ ଆବଶ୍ୟକତା ଓ ଏହା ବୁଦ୍ଧଙ୍କ ବିଚାର ଗ୍ରହଣ ଦ୍ୱାରା ହିଁ ସମ୍ଭବ । ଏହା ହେଲେ ମାନବ ସମାଜ ବିଶୃଙ୍ଖଳା ଶୁନ୍ୟ ଏବଂ ବିଶ୍ୱରେ ଶାନ୍ତି ସ୍ଥାପନ ସମ୍ଭବ ବୋଲି ଆଜି ରାଜେନ୍ଦ୍ର ପାର୍କ ପରିସରରେ ଦଣ୍ଡୁଆ କୁମ୍ଭାରଙ୍କ ସଭାପତିତ୍ୱ ଏବଂ ଭୁବନ ନାଗଙ୍କ ସଂଯୋଜନାରେ ବୁଦ୍ଧ ଜୟନ୍ତୀ ସଭାର ବୁଦ୍ଧ ଚର୍ଚ୍ଚାରେ ମତ ପ୍ରକାଶ ପାଇଛି । ଆଲୋଚନାରେ ବିଜୟ ବାରିକ, ନଟରାଜ ନାଗ, ରୁପାଲି ମହାନନ୍ଦ, କୌଶଲ୍ୟା କୁମ୍ଭାର, ମମତା ଦୀପ, ପ୍ରଦେଶି ବିଶ୍ୱାଲ, ନେପାଲ ବାଗ, ଲୋକନାଥ ସୁନା, ହେମସୁନ୍ଦର ନାଗ, ଦିନେଶ ନାଗ, ଚିନୁ ହରପାଲ, ବାସୁଦେବ ମୁଗ୍ରୀ ପ୍ରମୁଖ ଭାଗ ନେଇ ବୁଦ୍ଧ ଚର୍ଚ୍ଚା କରିଥିଲେ । ଶମ୍ଭୁ ନାଗ, କିଶୋର କୁମ୍ଭାର, ସୀତାରାମ କୁମ୍ଭାର, ପବିତ୍ର ନାଗ, ଲୋକନାଥ ସୁନା, ସୂର୍ଯ୍ୟମଣି ସୁନା, ଅମ୍ବିକା କୁମ୍ଭାର, ଦିପା ମୁଗ୍ରୀ, ରୁକ୍ମଣି ବାଗ, ଯାଜ୍ଞସିନୀ ଦିପ, କେଶନ ମହାନନ୍ଦ ଉପସ୍ଥିତ ଥିଲେ । ଶେଷରେ ଅର୍ଜୁନ ମୁଗ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.