jsm

କଟକର ଚଣ୍ଡୀ ମନ୍ଦିରର ଉନ୍ନୟନ ଦିଗରେ ୫ଟି ସଚିବଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ

csstore

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ପ୍ରାଚୀନ ବାଣିଜ୍ୟ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ୫ଟି ସରକାର ଯୋଜନା ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ଦର୍ଶନ କରି ବିଭୂକୃପା ଲାଭ କରିଥିଲେ । କଟକର ଚଣ୍ଡୀ ମନ୍ଦିର ଏକ ଅନ୍ୟତମ ଶକ୍ତି ପରମ୍ପରାର ପୀଠ ଭାବେ ପରିଚିତ ବୋଲି ହୃଦୟଙ୍ଗମ କରି ଶ୍ରୀ ପାଣ୍ଡିଆନ ଏହି ପୀଠର ବହୁବିଧ ଉନ୍ନତି ନିମନ୍ତେ ଚିନ୍ତାପ୍ରକଟ କରି ଏହାକୁ ଆହୁରି ଲୋକାଭିମୁଖୀ କରାଇବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏନେଇ ଶ୍ରୀ ପାଣ୍ଡିଆନ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି କଟକ-ଚଣ୍ଡୀ ମନ୍ଦିରର ଉନ୍ନୟନ ଦିଗରେ ବିହିତ ପଦକ୍ଷେପ ହାତକୁ ନେଇଛନ୍ତି ।

yuvodaya
Leave A Reply

Your email address will not be published.