csstore

ବଲା‌ଙ୍ଗିର ଜି‌ଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ‘ପରୀକୁ ନ୍ୟାୟ ପଦଯାତ୍ରା’

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ମନ୍ତ୍ରୀ ଅରୁଣସାହୁଙ୍କ ଇସ୍ତଫା ଦାବି ଏବଂ ନାବାଳିକା ପରି ହତ୍ୟାର ସିବିଆଇ ତଦନ୍ତ ଦାବିରେ ଆଜି ବଲା‌ଙ୍ଗିର ଜି‌ଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଅନନ୍ତ ଦାଶ‌ଙ୍କ ନେତୃତ୍ୱରେ ପିଆର୍‌ ହାଇସ୍କୁଲ ପଡିଆ ଠାରୁ ବାହାରି କଚେରୀ ଛକ୍‌ ପର୍ୟ୍ୟ‌ନ୍ତ ଏକ ବିଶାଲ ପଦଯାତ୍ର କରାଯାଇଥିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଲିକା ଦାହ କରାଯାଇଥିଲା । ତେବେ ଏହି ବିଜେପି କର୍ମୀ ସନ୍ତୋଷ ଭୋଲ, ପିତାମ୍ବର ଖମାରୀ, ଅନିଲ ପାଣିଗ୍ରାହୀ, ରଂଜିତା ପାଣିଗ୍ରାହୀ, ମୁନେଶ ରଥ, ସୁବ୍ରତ କୁଅଁର, ସୁନିଲ ମିଶ୍ର, ସନ୍ତୋଷେ ସାହୁ, ଦେବରାଜ ନାଗ, ଦିନେଶ ଶର୍ମା, ଆରତୀ ଗୁରୁ ଏବଂ ରଂଜିତା ମିଶ୍ର ପ୍ରମୁଖ ବିଜେପି କର୍ମୀମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.