କାର୍ଯ୍ୟରେ ଅନିୟମିତତା ନେଇ ମନମୁଣ୍ଡା ସେବା ସମବାୟ ସମିତିର ସମ୍ପାଦକ ନିଲମ୍ବିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ସେବା ସମବାୟ ସମିତିର ସମ୍ପାଦକ ମୃତ୍ୟୁଞ୍ଜୟ ହୋତା କାର୍ଯ୍ୟରେ ଅନିୟମିତତା ଯୋଗୁଁ ନିଲମ୍ବିତ ହୋଇଥିବା ଜଣାପଡିଛି । ସମ୍ପାଦକ ହୋତା ଧାନ କିଣା ପାଇର୍ ଚାଷୀଙ୍କ ପଞ୍ଜୀକରଣରେ ଅନିୟମିତତା ଯୋଗୁଁ ବୌଦ୍ଧ ସହକାରୀ ନିବନ୍ଧକ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି । ଏହି ନିଲମ୍ବିତ ସମୟରେ ସମ୍ପାଦକ ହୋତା ବୌଦ୍ଧ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରିବେ ।

Leave A Reply

Your email address will not be published.

12 + 18 =

error: Content is protected !!