pakka

ବାଇକ୍‌ରୁ ପଡି ଜଣେ ମୃତ

bbehera

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ଥାନା ଭୁଲିଆଭଟ୍ଟା ବାଇକ୍‌ରୁ ପଡି ଜାମପାଣି ଗ୍ରାମର ଯୁଗସାଏ ମାଝୀ(୪୦)ଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ଯୁଗସାଏ ଆଜି ପୂର୍ବାହ୍ନରେ ବାଇକ୍‌ରେ ନଙ୍ଗଲବୋଡ ଯାଉଥିବା ସମୟରେ ଭୁଲିଆଭଟ୍ଟା ନିକଟରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇବା ପରେ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

jay balangir
Leave A Reply

Your email address will not be published.

4 × 3 =

error: Content is protected !!