Browsing Tag

sinapali news

ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ

ସିନାପାଲି, (ନିରାକାର ମେହେର) : ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ଉଦ୍ୟମରେ ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ ହୋଇଛି । ଏଭଳି ସମୟରେ ଥାନାରେ ଜଳଛତ୍ର ଖୋଲିଥିବାରୁ ଲୋକେ ଦେଖି ଖୁସି ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
Read More...

ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସିନାପାଲିରେ ବିଶାଳ ଶୋଭାଯାତ୍ରା

ସିନାପାଲି, (ନିରାକାର ମେହେର) : ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ସ୍ଥାନୀୟ ବଜରଙ୍ଗ ଦଳର ଆହ୍ୱାନରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ସଂଧ୍ୟାରେ ହନୁମାନ ମନ୍ଦିରଠାରୁ ବାହାରି ସିନାପାଲି ନଗର ପରିକ୍ରମା କଲାପରେ ଜଗନ୍ନାଥ ମନ୍ଦିର ପରିସରରେ ପହଂଚିଥିଲା ।
Read More...

ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତ ବାର୍ଷିକ ସମାରୋହ ତୁକଲାଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ
Read More...

ମେହେରପଡ଼ା ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ମେହେରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପୁରସ୍କାର ବିତରଣୀ ଉତ୍ସବ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଲୋକନୃତ୍ୟରେ ବିଭୋର ଦର୍ଶକ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ବିଶିଷ୍ଟ ଅତିଥି ଭାବରେ ନାଗରିକ କମିଟି
Read More...

ଉଦନ୍ତୀ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ସିନାପାଲି ସହର

ସିନାପାଲି, (ନିରାକାର ମେହେର) : ସିନାପାଲି ଅଂଚଳର କଳା, ସାହିତ୍ୟ, ସଂସ୍କୃତିର ମହାପର୍ବ ଉଦନ୍ତୀ ମହୋତ୍ସବ ଆଜିଠାରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ଅଂଚଳର ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳକୁ ନେଇ ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା
Read More...

ପ୍ରଜାପିତା ବ୍ରହ୍ମାକୁମାରୀର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ସିନାପାଲି, (ନିରାକାର ମେହେର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖା ତରଫରୁ ଶିବରାତ୍ରି ସପ୍ତାହ ପାଳନ ଅବସରରେ ସିନାପାଲି ଜଗନ୍ନାଥ ଛକଠାରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉକ୍ତ ଶାଖାର ବ୍ରହ୍ମକୁମାରୀ
Read More...

ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଗଙ୍ଗାରାମ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉଦୟ ସିଂ ମାଝୀ
Read More...

ସିନାପାଲି ଅଂଚଳରେ ଗଙ୍ଗାଧର ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ ସମେତ ସିନାପାଲି ଅଂଚଳରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ ସହ ପୂଜାଅର୍ଚ୍ଚନା କରାଯାଇଛି । ନିଖିଳ ଓଡ଼ିଶା ମେହେର ସମାଜ ପକ୍ଷରୁ କବିପୀଠ ବରପାଲିଠାରେ ଆସନ୍ତା ମାସରେ ହେବାକୁ ଥିବା କବିଙ୍କ
Read More...

ବୁଣାକାର ସଚେତନତା ଶିବିର ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମଠାରେ ବଜରଙ୍ଗ ଡବ୍ଲୁସିଏସ୍ କମିଟି ଆନୁକୂଲ୍ୟରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୁଣାକାରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା
Read More...