Browsing Tag

sinapali news

କ୍ଷୁଦ୍ର କୋଶଳି ସିନେମା ‘ଆମେ ବିଶ୍ୱର ଏକ ପରିବାର’ ଲୋକାର୍ପିତ

ସିନାପାଲି, (କେପିଏନ୍‌ଏସ୍‌) : କୋଶଳୀ କ୍ଷୁଦ୍ର ନାଟକ 'ଆମେ ବିଶ୍ୱର ଏକ ପରିବାର'ର ସିନେମାକରଣ ପରେ ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି । ଯୁବ ନାଟ୍ୟକାର ଭୀଷ୍ମରାଜ ମେହେରଙ୍କ ଲିଖିତ, ଅଭିନୀତ ଓ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ସିନେମାରେ ନରହରି…
Read More...

ସିନାପାଲିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସିନାପାଲି, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନୂଆପଡା ଓ ପଞ୍ଚାୟତ ସମିତି ସିନାପାଲି ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ସଚେତନ ପାଇଁ…
Read More...

ସିନାପାଲିରେ ସୁଭଦ୍ରା ଓ ଆବାସ ଯୋଜନାର ଶୁଭାରମ୍ଭ

ସିନାପାଲି, (କେପିଏନ୍‌ଏସ୍‌) : ଓଡିଶାର ମହିଳା ମାନଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୁଗାନ୍ତକାରି ସୁଭଦ୍ରା ଯୋଜନାର ଶୁଭ ଉଦ୍‌ଘାଟନ ହୋଇଥିବା ବେଳେ ଆବାସ ଯୋଜନାର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ…
Read More...

ଜଳିଗଲା ଲକ୍ଷାଧିକ ଟଙ୍କାର ବେକେରୀ ଦୋକାନ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହରରେ ଥିବା ସ୍ୱିଜ ବେକେରୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଗତକାଲି ଦିନ ୧୧ଟା ସମୟରେ ସଟ ସର୍କିଟ ଯୋଗୁଁ ଏ.ସିରେ ପ୍ରଥମେ ନିଆଁ ଲାଗିଥିଲା । ଏହା ପରେ ଦୋକାନର ଚାରିଆଡେ ନିଆଁ…
Read More...

୨୦୨୪ ସାଧାରଣ ନିର୍ବାଚନ ପାଇଁ ପୋଲିସ ଓ ଆଇଟିବିପିର ଫ୍ଲାଗମାର୍ଚ୍ଚ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତରଫରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫ୍ଲାଗମାର୍ଚ୍ଚ ସଚେତନତା ରେଲି କରାଯାଇଥିଲା । ଜିଲ୍ଲା ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଥାନାଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମେ…
Read More...

ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ

ସିନାପାଲି, (ନିରାକାର ମେହେର) : ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ଉଦ୍ୟମରେ ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ ହୋଇଛି । ଏଭଳି ସମୟରେ ଥାନାରେ ଜଳଛତ୍ର ଖୋଲିଥିବାରୁ ଲୋକେ ଦେଖି ଖୁସି ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ…
Read More...

ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ସିନାପାଲିରେ ବିଶାଳ ଶୋଭାଯାତ୍ରା

ସିନାପାଲି, (ନିରାକାର ମେହେର) : ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ସ୍ଥାନୀୟ ବଜରଙ୍ଗ ଦଳର ଆହ୍ୱାନରେ ଏକ ବିଶାଳ ଶୋଭାଯାତ୍ରା ଶୁକ୍ରବାର ସଂଧ୍ୟାରେ ହନୁମାନ ମନ୍ଦିରଠାରୁ ବାହାରି ସିନାପାଲି ନଗର ପରିକ୍ରମା କଲାପରେ ଜଗନ୍ନାଥ ମନ୍ଦିର ପରିସରରେ ପହଂଚିଥିଲା ।…
Read More...

ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୨ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତ ବାର୍ଷିକ ସମାରୋହ ତୁକଲାଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ…
Read More...

ମେହେରପଡ଼ା ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ମେହେରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପୁରସ୍କାର ବିତରଣୀ ଉତ୍ସବ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଅସ୍ମିତା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଲୋକନୃତ୍ୟରେ ବିଭୋର ଦର୍ଶକ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ବିଶିଷ୍ଟ ଅତିଥି ଭାବରେ ନାଗରିକ କମିଟି…
Read More...