Browsing Tag

sinapali news

ପ୍ରଜାପିତା ବ୍ରହ୍ମାକୁମାରୀର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ସିନାପାଲି, (ନିରାକାର ମେହେର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖା ତରଫରୁ ଶିବରାତ୍ରି ସପ୍ତାହ ପାଳନ ଅବସରରେ ସିନାପାଲି ଜଗନ୍ନାଥ ଛକଠାରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉକ୍ତ ଶାଖାର ବ୍ରହ୍ମକୁମାରୀ
Read More...

ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଗଙ୍ଗାରାମ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉଦୟ ସିଂ ମାଝୀ
Read More...

ସିନାପାଲି ଅଂଚଳରେ ଗଙ୍ଗାଧର ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମ ସମେତ ସିନାପାଲି ଅଂଚଳରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜ୍ୟୋତିରଥକୁ ଭବ୍ୟ ସ୍ୱାଗତ ସହ ପୂଜାଅର୍ଚ୍ଚନା କରାଯାଇଛି । ନିଖିଳ ଓଡ଼ିଶା ମେହେର ସମାଜ ପକ୍ଷରୁ କବିପୀଠ ବରପାଲିଠାରେ ଆସନ୍ତା ମାସରେ ହେବାକୁ ଥିବା କବିଙ୍କ
Read More...

ବୁଣାକାର ସଚେତନତା ଶିବିର ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମଠାରେ ବଜରଙ୍ଗ ଡବ୍ଲୁସିଏସ୍ କମିଟି ଆନୁକୂଲ୍ୟରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବୁଣାକାରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା
Read More...

ମା’ ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ସ୍ଥିତ ମା' ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଆଶ୍ରମ ପରିସରରେ ନବକୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବା ସହ ଦୀକ୍ଷା ସଂସ୍କାର,
Read More...

ଚୂଡା ମିଲରେ ଯୁବତୀଙ୍କ କପଡ଼ା ଲାଗି ମୁଣ୍ଡ ଅଲଗା

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁରଠାରେ ଦେଖିବାକୁ ମିଳିଛି ଏକ ଛାତିଥରା ଦୃଶ୍ୟ । ହୀରାପୁର ଗ୍ରାମର ମଧୁ ବନ୍ଦିଛୋରଙ୍କ ସ୍ତ୍ରୀ ତୁଲସା ବନ୍ଦିଛୋର ଦୁଇଟି ପୁଅ ଓ ପରିବାର ସହ ସୁଖ ଶାନ୍ତିରେ ଚଳି ଆସୁଥିବା ବେଳେ ଆଜି ଟିମନପୁର ଗ୍ରାମର
Read More...

ନୂତନ ପ୍ରାର୍ଥୀଙ୍କୁ ବିରୋଧ : ଲମ୍ବୋଦର ନିଆଲଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ କରିବାକୁ ଦାବି

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳିରେ ବିଜେଡିରୁ ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ କରି ଟିକେଟ ଦେବା ନେଇ ସିନାପାଲି ବ୍ଲକ ବିଜେଡି କର୍ମୀ ତରଫରୁ ବ୍ଲକ ବିଜେଡି ସଭାପତି ଗରୁଡ଼ଧ୍ଵଜ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Read More...

ଗଙ୍ଗାଧର ସାରସ୍ୱତ ସମିତିର ବିଶ୍ୱ ମାତୄଭାଷା ଦିବସ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ବୁଧବାର ବିଶ୍ୱ ମାତୄଭାଷା ଦିବସ ପାଳନ କରାଯାଇଛି । ଏନେଇ ସ୍ଥାନୀୟ ସ୍ୱରସଙ୍ଗମ କଳା ପରିଷଦଠାରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମାତୄଭାଷାର ମିଠାପଣ ସହିତ
Read More...

ନଙ୍ଗଳବୋଡ଼ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଙ୍ଗଳବୋଡ଼ ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନଙ୍ଗଳବୋଡ଼ ସରପଞ୍ଚ
Read More...

ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ହସ ଉଲ୍ଲାସରେ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ସାଧନ ସଂଯୋଜକ ସିନାପାଲି ପ୍ରଭାତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଉକ୍ତ
Read More...